ମାଆ କାନ୍ଦୁଥିଲା
ମାଆ ସେଦିନ କାନ୍ଦୁଥିଲା
ଯେବେ ସନ୍ତାନ ପେଟରେ ଲାତ ମାରୁଥିଲା।
ମାଆ ସେଦିନବି କାନ୍ଦୁଥିଲା
ଯେବେ ସନ୍ତାନ ଚାଲୁ ଚାଲୁ ପଡ଼ି ଯାଉଥିଲା।
ମାଆ ସେଦିନବି କାନ୍ଦୁଥିଲା
ଯେବେ ସନ୍ତାନ ଥଣ୍ଡାଜର ରେ ପୀଡା ସହୁଥିଲା।
ମାଆ ସେଦିନ ବି କାନ୍ଦୁଥିଲା
ଯେବେ ସନ୍ତାନ ଖାଦ୍ୟ ଖାଉନଥିଲା ରାଗ ଊଷା ଅଭିମାନ କରୁଥିଲା।।
ପୁଣି ମାଆ ———-
ଏ ବେ ବି କାନ୍ଦୁଚି ଯେତେ ବେଳେ
ସନ୍ତାନ ପେଟ ପାଇଁ ମୁଁ ଠେ ଖାଦ୍ୟ ଖାଇବାକୁ ଦେଇ ନଥାଏ ମାଆ କୁ।
ଯାତ୍ରା ଅଭିନେତା -ସନ୍ତୋଷ ପରିଡ଼ା
ଜିଲ୍ଲା-ଯାଜପୁର
ଘର-ପାଣିକୋଇଲି
ମୋ-୯୩୪୮୫୭୮୮୦୩
292 total views, 1 views today
The stuff is pretty good, the coverage is flawless, and it is breathable and not stuffy.