:- *ମାନବିକତା*
———————————
ସଭିଙ୍କ ମନରେ ସମତ୍ୱ ମମତ୍ୱ
ଭାବ ଜାଗରଣ ପାଇଁ,
ମାନବିକତାର ମହନୀୟ ଗୁଣ
ବହୁ କଳ କଳ ହୋଇ।।
ପରପାଇଁ କାନ୍ଦୁ ହୃଦୟ ଆମର
ସ୍ୱାର୍ଥର ଉର୍ଦ୍ଧ୍ଵରେ ରହି,
ଶିବର ଭାବରେ ଜୀବ ସେବା ହେଉ
କର୍ତ୍ତବ୍ୟ ଭାବକୁ ବହି।।
ବୃକ୍ଷ କେବେ ଫଳ ନଖାଏ ତାହାର
ନଦୀ ନପିଅଇ ଜଳ,
ସଭିଙ୍କ ମଙ୍ଗଳ ପାଇଁ ଚନ୍ଦ୍ର ସୂର୍ଯ୍ୟ
ଆତଯାତ କାଳକାଳ।।
ବାଇମୁଣ୍ଡି ଚିନ୍ତା କାଠଯୋଡ଼ି ବ୍ୟଥା
କଟକ ସହର ପାଇଁ,
ଭିକାରୀ ହେଲେ ବି ଭାବ ତ ମହାନ
କାନ୍ଦୁଥିଲା ଅନ୍ୟ ପାଇଁ।।
ଏ ସାରା ସଂସାର ଗୋଟେ ପରିବାର
ସର୍ବେ ବନ୍ଧୁ ସହୋଦର,
ଶ୍ରେଷ୍ଠ ବିଚାରକୁ ଆଚରିଲେ ଆମେ
କଲ୍ୟାଣ ହେବ ବିଶ୍ୱର।।ସୀମାଞ୍ଚଳ ଖଟୁଆ
ଭୁବନେଶ୍ୱର।
Simanchal khatua.
Bhubaneswar.
9337607983.
This is a very compelling post. Report register my position reference
whoah this blog is wonderful i love reading your posts. Keep up the great work! You know, many people are searching around for this info, you can help them greatly.
Asking questions are in fact pleasant thing if youare not understanding anything completely, but thisarticle offers good understanding yet.
Hi! I know this is kinda off topic but I was wondering if you knew where I could locate a captcha plugin formy comment form? I’m using the same blog platform as yours and I’m having trouble finding one?Thanks a lot!
I’m not sure why but this blog is loading very slow for me. Is anyone else having this problem or is it a issue on my end? I’ll check back later on and see if the problem still exists.