April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ମା ଦୁର୍ଗା ବନ୍ଦନା – ବୈଦ୍ୟନାଥ ମହାନ୍ତି*

ମା ଦୁର୍ଗା ବନ୍ଦନା
🙏🙏🙏🙏🙏🙏🙏🙏

ବୈଦ୍ୟନାଥ ମହାନ୍ତି

**************************

ମା ଗୋ ମାଆ ଦୁର୍ଗା ମାଆ
ଜୟ ମା ଭବାନୀ,
ମା ଗୋ ମାଆ ଦୁର୍ଗା ମାଆ……….
ମାଆ ଭୁବନ ମୋହିନୀ
ଖଣ୍ଡା ଖର୍ପର ଧାରିଣୀ,
ଚଣ୍ଡ ମୁଣ୍ଡ ବିନାସିନି
ଧରା ଦୁଃଖ ହରିଣୀ
ମା ଗୋ ମାଆ ଦୁର୍ଗା ମାଆ……..(୧)

ଶକ୍ତି ରୂପରେ ଶଂସ୍ଥିତା
ମାଆ ମୋ ଜଗତ ଜୀତା,
ଦୂର କର ଅମା ଘୋର
ବରାଭୟ ଦାୟିନୀ,
ମା ଗୋ ମାଆ ଦୁର୍ଗା ମାଆ……..(୨)

ତୋ କୋମଳ କର ଶିରେ
ରଖ ମା ଏ ଅଧମ ରେ,
କଳି କଳୁଷ ସଂହାର
ମାଆ ସିଂହ ବାହିନୀ,
ମା ଗୋ ମାଆ ଦୁର୍ଗା ମାଆ……..(୩)

ଦୁର୍ଗତି କୁ କରି ଦୂର
ହର ଭବ ଭୟ ହର,
ନ ରଖ ସନ୍ତାନେ ରୋଷ
ସ୍ନେହ ମୟୀ ଜନନୀ,
ମା ଗୋ ମାଆ ଦୁର୍ଗା ମାଆ…….(୪)

ବୈଦ୍ୟନାଥ ମହାନ୍ତି

Loading

6 thoughts on “*ମା ଦୁର୍ଗା ବନ୍ଦନା – ବୈଦ୍ୟନାଥ ମହାନ୍ତି*

  1. I’m extremely impressed with your writing skills as well
    as with the layout on your blog. Is this a paid theme or did
    you customize it yourself? Anyway keep up the
    excellent quality writing, it is rare to see a nice blog like this
    one today.

  2. Hey there, I think your blog might be having browser compatibility issues.
    When I look at your website in Safari, it looks
    fine but when opening in Internet Explorer, it has some overlapping.

    I just wanted to give you a quick heads up! Other then that, amazing blog!

  3. Excellent goods from you, man. I’ve keep in mind your stuff prior
    to and you are simply extremely excellent. I really like what you have acquired here, really like what you’re
    saying and the best way wherein you are
    saying it. You’re making it enjoyable and you still care for to stay it wise.
    I can not wait to read far more from you. That is really a tremendous web
    site.

  4. Wow that was strange. I just wrote an extremely long comment
    but after I clicked submit my comment didn’t show up.
    Grrrr… well I’m not writing all that over again. Anyway, just wanted to say excellent blog!

  5. Hello just wanted to give you a quick heads up. The text in your article seem to be running off the screen in Safari.
    I’m not sure if this is a format issue or
    something to do with browser compatibility but I thought I’d post to let you
    know. The style and design look great though! Hope you get the issue solved soon. Cheers

Leave a Reply

Your email address will not be published. Required fields are marked *