December 09, 2023
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଶରତ ସୁନ୍ଦରୀ – ଲଳିତା ଜେନା*

ଶରତ ସୁନ୍ଦରୀ

ଲଳିତା ଜେନା

➖➖➖➖➖➖➖➖➖

ଶରତ ଆସିଛି ମରତ ଭୂଇଁ କୁ

ଆକାଶରେ ଜହ୍ନ ତୋଫା |

କାଶତଣ୍ଡି ଫୁଲେ ଖେଳୁଛି ରୂପସୀ

ସତେ ଲାଗେ ଅପରୂପା ||

 

କିଏ ଲୋ ଅପସରି ଆଶ୍ୱିନେ ଆସିଛୁ

ସରଗ ରାଇଜ ପରୀ |

ଦୂରୁ ଦିଶୁଥାଉ ରୂପେଲି ଚାନ୍ଦୁଆ

ଚକମକ କରୁ ଭାରି ||

 

ଚାରିଆଡେ ତୁହି ଫୁଟି କି ଝୁଲୁଛୁ

ତୋ ହସରେ ଝରେ ମହୁ |

ଫୁଲେଇ ଫୁଲ ତୁ ମୁଁ କରୁଥାଏ ଥଟା

କାହା ଘର ହେବୁ ବୋହୂ ||

 

ମୋ କଥା ଶୁଣିକି କାଶତଣ୍ଡି ଫୁଲ

ମୁରୁକି ମୁରୁକି ହସେ |

ଧବଳ ବର୍ଣ୍ଣ ର ଗୋରା ଦେହ ତାର

ଟାଣି ନେଇ ଗଲା ପାସେ ||

 

କିଏ ସେ ବିନ୍ଧାଣୀ ଗଢିଛି ତତେ ଲୋ

ଚାନ୍ଦ ର ଚାନ୍ଦିନୀ ପରୀ |

ତତେ ଦେଖି ମୁହି ପାଗଳ ହୋଇଲି

କରି ଦେଲୁ ମନ ଚୋରି ||

 

ନଇ ପଠା ଧାରେ ଗୀତ ତୁ ଗାଉଛୁ

ହେଲା ଭେଟ ତୋର ମୋର |

ଆଖିରେ ତୁ ମୋର ଗଲୁ ପରା ଲାଖି

ହଟିଲା ନାହିଁ ନଜର ||

 

ଥିରି ଥିରି ହୋଇ ପବନ ବହିଲା

କାଶତଣ୍ଡି ମଥା ହଲେ |

ତୋର ମୋର ଯୋଡ଼ି ଲାଗୁଛି ସୁନ୍ଦର

ମତେ ଟିକେ ଛୁଇଁ ଦେଲେ ||

ଲଳିତା ଜେନା

 

Loading

11 thoughts on “*ଶରତ ସୁନ୍ଦରୀ – ଲଳିତା ଜେନା*

  1. My brother recommended I may like this web site.
    He used to be entirely right. This publish truly made my day.
    You cann’t believe simply how so much time I
    had spent for this info! Thanks!

  2. Hello! I could have sworn I’ve visited this site before but after
    browsing through many of the articles I realized it’s new to me.
    Anyhow, I’m certainly delighted I discovered it and I’ll be bookmarking it and checking
    back frequently!

  3. Its like you read my thoughts! You appear to know a lot approximately this, like you wrote the
    e book in it or something. I think that you simply can do with
    some percent to pressure the message house a bit,
    but other than that, this is wonderful blog.

    An excellent read. I will definitely be back.

  4. Hi! This is my first visit to your blog! We are a collection of volunteers and starting a newproject in a community in the same niche. Your blog provided us beneficial information to workon. You have done a extraordinary job!

  5. You could certainly see your expertise in the work you write. The world hopes for more passionate writers like you who are not afraid to say how they believe. Always follow your heart.

Leave a Reply

Your email address will not be published. Required fields are marked *