March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

କୁହୁଡି — ଦେବାଶିଷ ମେହେର

କୁହୁଡି

ତୁମେ ଆଏସ ପାହାଁତି ସକାଳୁ
ଲାଲ ଟହଟହ ଡଙ୍ଗର ତଲୁ
ଶିତୁଆ ସକାଳର ଶିତଲ ପବନେ
ବୁନ୍ଦା ବୁନ୍ଦା ହେଇ ସବୁଠାନେ
ଧାନ ଡୁଲି ଭିତରେ ଉଡି ବୁଲୁଥିସି
ଗୀତ ଗାଇ ମନେ ମନେ ।
ଅନ୍ଧାର ରାତି ବାଟେ ଘାଟେ
ତୁମର ରୂପଟା ବଡା ବିକଲ
ମୁହୁଁକେ ମୁହୁ ନେଇ ଦିଶୁଥାଏ
ଲୁକେ ହେସନ କେଡେ କଲବଲ ।
ପୁରୁବ ଦିଗୁ ଉଦଲେ ବେଲ
ଧରତି ହେସି ଗରମ
ପବନ ସାଙ୍ଗେ ମିଶି ଯାଏସ ତୁମେ
ନିଭେଇ ତୁମର ଧରମ ।
କିଏ କହେସି ତମକୁ ଶିତର କୁହୁଡି
କିଏ କହେସି ତମକୁ ତୁଷାର
କବିର କବିତାଥି ମୁକ୍ତା ଅ ତୁମେ
ସାଙ୍ଗସାଥି ଅ ଚଷାର ।

ଦେବାଶିଷ ମେହେର
ବିଜେପୁର

 314 total views,  1 views today

3 thoughts on “କୁହୁଡି — ଦେବାଶିଷ ମେହେର

  1. I’m not positive where you are finding your details, but fantastic topic. I desires to spend a while Discovering a great deal more or being familiar with far more. Thanks for great information I used to be in search of this details for my mission.

  2. Good day! This is certainly my 1st remark listed here so I just wished to give A fast shout out and say I genuinely get pleasure from reading through through your content. Could you advise every other weblogs/Web sites/community forums that go above a similar topics? Several thanks!

Leave a Reply

Your email address will not be published. Required fields are marked *