April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କର୍ତ୍ତବ୍ୟ – ଅଭିପସା ଧଳ

କର୍ତ୍ତବ୍ୟ

 

ପଙ୍କରେ ପଦ୍ମ ପରି ଗୋଟେ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲା ଅନୁ ଶୈଶବରୁ ଭାରି ଶାନ୍ତ ଆଉ ସରଳ ସ୍ଵଭାଵର ଝିଅ ଥିଲା |

ତାର ସମସ୍ତଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭକ୍ତି ତାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଥିଲା | ଧୀରେ ଧୀରେ ଅନୁ ବଡ଼ ହେବାକୁ ଲାଗିଲା ତାର ବାପା ମାଆ ପର ଘରେ ମୂଲ ଲାଗି ଅନୁ କୁ ଉଚ୍ଚ ଶିକ୍ଷିତା କରିବାରେ ଟିକେ ହେଲେ କମି ରଖିନଥିଲେ | ନିଜେ ବାପା ମାଆ ଅନେକ କଷ୍ଟରେ ରହି ଅନୁ ର ଭବିଷ୍ୟତ ପାଇଁ ନିଜ କର୍ତ୍ତବ୍ୟ ରେ ହେଳା କରିନଥିଲେ | ଏହା ଅନୁଭବ କରି ନିଜେ ଅନୁ ପାଠରେ ସାଠରେ ସବୁ ଗୁଣରେ ସଦା ସର୍ବଦା ନିଜର ସ୍ଥାନ ସଜେଇ ଆସୁଥିଲା |

 

ସମୟ କ୍ରମେ ଅନୁର ପାଠ ପଢା ସରିଗଲା ଆଉ ଅନୁ ମଧ୍ୟ ନିଜ ଯୋଗ୍ୟତା ଅନୁସାରେ ପୋଲିସ ଭିଭାଗରେ ଏକ କର୍ମ ଚାରି ଭାବେ ଚାକିରୀ ପାଇଗଲା | ଏ କଥା ସୁଣି ଅନୁର ବାପା ମାଆ ଖୁସିରେ ଭାବ ବିହୋଳ ହୋଇ ଅନୁ କୁ ଧରି କାନ୍ଦିପକାଇଲେ ଆଉ ଅନୁ ର ବାପା ଅନୁକୁ କହିଲେ ମାଆରେ ବହୁତ କଷ୍ଟରେ ତତେ ଆମେ ମଣିଷ କରିଛୁ କେତେ ଦୁଃଖ କଷ୍ଟ ସହି ତତେ ଆମେ ପାଠ ପଢେଇଛୁ ତୁ ତୋର ବୁଦ୍ଧି ଆଉ ବିଦ୍ୟା କୁ ମିଶ୍ରଣ କରି ନ୍ୟାୟ ପାଇଁ ଲଢ଼ିବାକୁ କେବେ ପଛ ଘୁଞ୍ଚା ଦେବୁନାହିଁ ଆଉ ନିଜ କର୍ତ୍ତବ୍ୟରେ କେବେ ହେଳା କରିବୁନି ଏତିକି ଆଶୀର୍ବାଦ ଦେଇ ବାପା ମାଆ ଅନୁ କୁ ବିଦାୟ ଦେଲେ |

 

ଅନୁ ସେତେବେଳେ ପୁରି ଥାନାରେ କାର୍ଯ୍ୟ ରତ ଥାଏ ହଟାତ ଦିନେ ଜଣେ ବୁଢା ବାପା ନିଜର ନିଖୋଜ ଝିଅ ମିଲିର କେସ ନେଇ ଆସିଥାନ୍ତି ସେତେବେଳେ ଅନୁ ଡିଉଟି ରେ ଥାଏ | ବୁଢା ବାପା କାନ୍ଦି କାନ୍ଦି ନିଜ ଝିଅକୁ ନ ପାଇ ଅଧର୍ଯ୍ୟ ହୋଇପଡୁଥାନ୍ତି | ଏହା ଦେଖି ଅନୁ ବୁଢା ମଉସାଙ୍କୁ ସାନ୍ତ୍ୱନା ଦେଇ କହିଲା ମଉସା କଣ ହୋଇଛି ମୋତେ ଖୋଲିକି କୁହ ବୁଢା ମଉସା କହିଲେ ମୋ ଝିଅ ମିଲି କୁଆଡେ ହଜିଯାଇଛି | ଅନୁ ପଚାରିଲା ହେଲେ ମଉସା କେମିତି ହେଲା କୁହନ୍ତୁ ବୁଢା ମଉସା କହିଲେ ପାଖରେ ଏକ ବିଲିଡିଂ କାମରେ ହେଲ୍ପର ଭାବରେ କାମ କରୁଥିଲା ମୋ ଝିଅ ମିଲି | ହେଲେ କାଲି ସେଇ ବିଲିଡିଂ ଟି ପ୍ରତିଷ୍ଠା ହେଲା ବେଳେ ଯେହେତୁ ମୋ ଝିଅ ସେଇଠି କାମ କରୁଥିଲା ତାର ମାଲିକ କାଲି ସବୁ ମିସ୍ତ୍ରୀ ଆଉ ହେଲ୍ପର ମାନଙ୍କୁ ପୂଜାରେ ନିମନ୍ତ୍ରଣ କରିଥିଲେ ଆଉ ମୋ ଝିଅ ମଧ୍ୟ୍ୟ ସେ ପୂଜାକୁ ଯାଇଥିଲା ଆଉ ସେବେ ଠୁ ଯାଇଛି ଯେ ଯାଇଛି ଏ ଯାଏଁ ଆଉ ଘରକୁ ଫେରିନି |

 

 

ଅନୁ ଏ କଥା ସୁଣି ବୁଢା ମଉସା ଙ୍କୁ ସାନ୍ତ୍ୱନା ଦେଇ କହିଲା ଆପଣ ବ୍ୟସ୍ତ ହୁଅନ୍ତୁନି ମଉସା | ଆପଣଙ୍କ ଝିଅକୁ ଆମ ପୋଲିସ ଟିମ ଶୀଘ୍ର ଖୋଜିକି ଆଣି ଆପଣଙ୍କୁ ଦେବୁ ଟିକେ ଧର୍ଯ୍ୟ ଧରନ୍ତୁ ପୋଲିସ ନିଜର କର୍ତ୍ତବ୍ୟ ନିଶ୍ଚିତ କରିବ |ଏହା କହି ଅନୁ ସଙ୍ଗେ ସଙ୍ଗେ ସେ ବିଲଡିଂ କାମ ନେଇଥିବା କଂଟ୍ରାକଟର କୁ ଡାକିଲା ଆଉ ପଚରା ଉଚରା ଆରମ୍ଭ କରିଦେଲା | ଆଚ୍ଛା କଂଟ୍ରାକଟର ବାବୁ କାଲି ବିଲିଡିଂ ପ୍ରତିଷ୍ଠା ସମୟରେ ମିଲି ଉପସ୍ଥିତ ଥିଲା କି ?ଏହା ଶୁଣି କଂଟ୍ରାକଟର ଉତ୍ତରରେ ହଁ କାଲି ମିଲି କାଲି ଶେଷ ଯାଏଁ ତ ଥିଲେ | ଅନୁ ପୁଣି ପଚାରିଲା ସମସ୍ତେ ଆସିଲେ ହେଲେ ମିଲି କୁଆଡେ ଗଲା ଆପଣ ଜାଣିଛନ୍ତି କି ଏହା ଶୁଣି କଂଟ୍ରାକଟର କିଛି ସମୟ ଭାବିଲା ଆଉ କହିଲା ବୋଧ ହୁଏ ମିଲି ସେ ବିଲିଡିଂ ର କେଉଁ ଏକ କୋଠରୀରେ ବନ୍ଦ ହୋଇଯାଇଥିବ | ଏହା ଶୁଣି ଅନୁ କହିଲା ଏ କେମିତି ସମ୍ଭବ ଯଦି ତୁମେ କହୁଛ ଅନୁ ବନ୍ଦ ହୋଇଯାଇଥିବ ତେବେ ଏତେ ସାରା ଲୋକ ଥିଲେ ମିଲି ତ ନିଶ୍ଚୟ ବଡ଼ ପାଟି କରି ଡ଼ାକିଥିବ କଣ କେହି ଜଣେ ଭି ମିଲିର ଡାକ ଶୁଣିପାରିଲେନି | ହଁ ମ୍ୟାଡ଼ାମ ମିଲି ଡ଼ାକିଥିବ ହେଲେ ତାର ଡାକ କାହାରିକୁ ଭି ଶୁଭା ଯାଇନଥିବ କାରଣ:-

*କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ ନିର୍ମିତ ହୋଇଥିଵା ଏହି କୋଠରୀର ଵିଶେଷତା ହେଉଛି ଯେ ଏହି କୋଠରୀ -୨୦ Decibel ତୀଵ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ମଧ୍ୟ ବାଧା ଦେଇପାରେ ଅର୍ଥାତ୍ ରୋକି ଦେଇଥାଏ । -୨୦ Decibel ଧ୍ଵନୀ ତୀଵ୍ରତା ମାନଵ ଶ୍ରଵଣୀୟ ଧ୍ଵନି ତୀଵ୍ରତାଠାରୁ ୪୦୦ ଗୁଣ କମ୍ । ତେଣୁ ଯଦି ଆପଣ ଏହି କୋଠରୀରେ କୌଣସି କାରଣରୁ ବନ୍ଦ ହୋଇଯାଆନ୍ତି ତାହେଲେ ଆପଣ କିଛି ବି ଵିଶେଷ ଶୁଣିପାରିବେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କେଵଳ ଆପଣଙ୍କ “ଭିତରୁ ଆସୁଥିଵା ସ୍ୱର” ହିଁ ଶୁଣିଵାକୁ ମିଳିଵ । ହଁ, ଆପଣ ଏହି କୋଠରୀରେ ବନ୍ଦ ହେଵାର କିଛି ମିନିଟ୍ ପରେ ହିଁ ନିଜେ ନିଜକୁ ଶୁଣିଵା ଆରମ୍ଭ କରିଦେବେ |*

ଏ କଥା ଶୁଣି ସଙ୍ଗେ ସଙ୍ଗେ ଅନୁ ଗାଡି ବାହାର କରିଲା ଆଉ ସେ ବିଲିଡିଂ ରେ ପହଁଚିଲା ନିଜ କର୍ତ୍ତବ୍ୟ ରେ ଡେରି ନ କରି ନିଜ ପୋଲିସ ଟିମ ଆଉ କଂଟ୍ରାକଟର ଆଉ ବିଲଡିଂ ମାଲିକ ସହ ମିଲି କୁ ଖୋଜିବାକୁ ଲାଗିଲା | ଆଉ ଶେଷରେ ଏକ ବନ୍ଦ କୋଠରୀରୁ ମିଲି କୁ ଉଦ୍ଧାର କରି ତାର ବୁଢା ବାପା କୁ ଦେଲା | ବୁଢା ବାପଟି ନିଜ ଝିଅକୁ ପାଇ ବହୁତ ଖୁସି ହୋଇଗଲା ଆଉ ଅନୁ କୁ ଅନେକ ଗୁଡ଼ାଏ ଆଶୀର୍ବାଦ ଦେଇ ମିଲି କୁ ନେଇ ସେଠାରୁ ଚାଲିଗଲା |

 

ଅଭିପସା ଧଳ

କେନ୍ଦ୍ରାପଡ଼ା (ତୁଳସୀ କ୍ଷେତ୍ର )

Loading

Leave a Reply

Your email address will not be published. Required fields are marked *