July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

କ୍ଷମା –ଅନିତା ବିଶ୍ୱାଳ

🌷କ୍ଷମା🌷

✍️ମଣିଷ ସଦା ସର୍ବଦା କିଛି ନା କିଛି ଭୁଲ୍ କରିବସେ ସେ ଭୁଲ୍ ର ଶେଷ ସୀମା କ୍ଷମା ରେ ଶେଷ ହେଇଥାଏ ।ଗରିବ ବ୍ୟକ୍ତି କି ଧନୀ ଲୋକ ଭୁଲ୍ କରିଥାନ୍ତି ସବୁ ଭୁଲ ର ଶେଷ ପାହାଚ କ୍ଷମା ଭାବରେ ବିବେଚିତ ହୋଇଥାଏ । ତେଣୁ ଭୁଲ୍ କରିବା ଆଗରୁ ଭାବି ଚିନ୍ତି କାମ କରିବା ଉଚିତ୍ ନହେଲେ କୌଣସି ପରିସ୍ଥିତିରେ ରେ ଭୁଲ୍ ହବାର ସମ୍ଭାବନା ରହିଛି । ଭୁଲ୍ ଛୋଟ ହେଉ କି ବଡ଼ ଭୁଲ୍ ସଦା ବେଳେ ଭୁଲ୍ ବୋଲି ପ୍ରମାଣିତ ହେଇଥାଏ । ଏହି ଭୁଲ୍ ମଣିଷ ର ଅଜାଣତରେ ଅନେକ ସମୟରେ ହୋଇଥାଏ ।

ନାମ_ଅନିତା ବିଶ୍ଵାଳ ।
ସହର_ରାଉରକେଲା ।🙏

 384 total views,  1 views today

6 thoughts on “କ୍ଷମା –ଅନିତା ବିଶ୍ୱାଳ

  1. ଭୁଲ୍ ନ କରିବା ପାଇଁ ସର୍ବଦା ସଚେତନ ରହିବା ଉଚିତ। ସୁନ୍ଦର ଉପସ୍ଥାପନା

  2. Fantastic website! Do you have any tips for aspiring writers? I’m intending to begin my own Web page shortly but I’m somewhat misplaced on every little thing. Would you propose commencing having a cost-free platform like WordPress or Opt for a paid out alternative? There are such a lot of possibilities in existence that I’m totally confused .. Any tips? Thanks a whole lot!

Leave a Reply

Your email address will not be published.

÷ 9 = one