July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

କର୍ମଫଳ — ସୀମାଞ୍ଚଳ ପଣ୍ଡା

କର୍ମଫଳ

ସୀମାଞ୍ଚଳ ପଣ୍ଡା

 

ନିଜ    କର୍ମଫଳ    ଆପଣାର  ବଳ

ତା’ଲାଗି ସବଳ  ଦୁର୍ବଳ  ନର,

କର୍ମଫଳ ଭୋଗ କର୍ତ୍ତାର  ସଂଯୋଗ

ଭବେ ଜନ୍ମଲାଭ ବିଧି ପ୍ରକାର ।

 

କର୍ମ   ଭୂମି  ଏହି   ସସାଗରା  ମହୀ

କର୍ମ  ପାଇଁ  ଜୀବ  ଜନ୍ମ ସକଳ,

ଧରଣୀ  ସେବକ  ସାରା ଜୀବ ଦେଖ

ସେବାରେ ସରିବ ଜୀବନ କାଳ ।

କର୍ମ  କେବେ ହୀନ  ନ ଥାଏ  ମହାନ

କର୍ମୀ ପାଇଁ କିଆଁ ଭେଦ ବିଚାର,

ନିଜ     କର୍ମଫଳ    ଆପଣାର   ବଳ

ତା’ଲାଗି   ସବଳ  ଦୁର୍ବଳ  ନର।

 

କର୍ମ   ଗୁଣ    ମାନ   ପ୍ରକାର  ଉତ୍ଥାନ

କି ଅବା   ପତନ ଜୀବନ କାଳେ,

ଫଳ  ଭୋଗ  କରି  ବଞ୍ଚଇ  ସଂସାରୀ

ବିଚିତ୍ର  ଜୀବନ  ଯୋଗ ଭୂତଳେ !

 

ଚଳମାନ     କର୍ମ     କ୍ରିୟମାଣ   ଧର୍ମ

ସଙ୍ଗେ ହୁଏ ଭୋଗ ଚଳଣି ବେଳେ,

ବଳକା    ଯେତେକ    ହୁଅଇ   ସଞ୍ଚିତ

ପ୍ରାରବ୍ଧ ସେ ପର  ଜନ୍ମରେ  ମିଳେ ।

ଫଳ  ଭୋଗ  ପାଇଁ  କର୍ତ୍ତା ସିନା ଦାୟୀ

ଆନେ  ନିନ୍ଦି  ମହା ଦୋଷ  ନ କର,

କର୍ମ ଫଳ   ଭୋଗ  କର୍ତ୍ତାର  ସଂଯୋଗ

ଭବେ    ଜନ୍ମଲାଭ   ବିଧି  ପ୍ରକାର।

 

ପ୍ରାରବ୍ଧ  ସଂଯୋଗ ଭବେ ଭାଗ୍ୟ ଯୋଗ

କର୍ମ  ଘେନି   ଫଳ  ବେନି  ପ୍ରକାର,

କଲା   କର୍ମ  ଯୋଗ  ଆପଣେ ଭୋଗିବ

ବେଳ  ହୁଁ   ସଜାଗ   ହୁଅ   ସତ୍ୱର !

 

ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ

 36 total views,  1 views today

Leave a Reply

Your email address will not be published.

93 ÷ thirty one =