March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

କେମିତି ଅଛ ମକର – ଭାସ୍କର ରାଉତ 

କେମିତି ଅଛ ମକର

 

ଆମ ବାଲ୍ୟକାଳେ ପାଠପଢ଼ା ବେଳେ

ଗାଆଁର ଚାଟଶାଳୀରେ

ମକର ଆସିଲା ଭୋଗବଣ୍ଟା ହେଲା

ପ୍ରତ୍ୟେକଙ୍କ ଘରେ ଘରେ।

ମନ୍ଦିର ବେଢ଼ାରେ ସେହି ପ୍ରସାଦରେ

ଦୁହେଁ ହୋଇଲୁ ମକର

ସେହି ଦିନଠାରୁ ସମ୍ପର୍କ ଆମର

ହୋଇଲା ନିବିଡ଼ ତର।

ଦୁହେଁ ପାଠପଢ଼ି କରିଲୁ ଚାକିରୀ

ଗଲେ ସେହି ବିଦେଶରେ

ମୁହିଁ ରହିଗଲି ଜନମ ଭୂଇଁରେ

ଦେଖା ହୋଇନି ତାପରେ।

 

ପତ୍ର କାରବାର ଥିଲା ନିରନ୍ତର

ଏବେ ଯେ ଦୂରଭାଷରେ

ଥିଲା ବାର୍ତ୍ତାଳାପ ବୟସର ଛାପ

ଆମ୍ଭଙ୍କୁ ରଖିଲା ଦୂରେ।

 

ଷାଠିଏ ବରଷ ହୋଇଗଲା ଶେଷ

ଦେଖା ହୋଇନି ଆମ୍ଭର

ଦୁହେଁ ଶଯ୍ୟାଶାୟୀ ହୋଇଅଛୁ ରହି

ନିଶ୍ଚଳ ଆମ ଶରୀର।

ଆଜି ସେ ମକର ମନରେ ମୋହର

ଝଲକେ ସ୍ମୃତି ତାହାର

ଏତିକି ବେଳରେ ଭିଡ଼ିଓ କଲରେ

ଡାକଇ ନାତି ତାଙ୍କର।

ମୋ ନାତୁଣୀ ଯାଇ ଫୋନଟା ଉଠାଇ

ଦେଖାଏ ମୁହଁକୁ ମୋର

ଦେଖାଦେଖି ହୋଇ ଲୁହ ଝରିଯାଇ

ଆଖି ପଡ଼ିଲା ଆମର।

 

ଭାସ୍କର ରାଉତ 

ଦେବମାୟା ଭବନ

ଶେରଗଡ଼,ଗଞ୍ଜାମ

 

 66 total views,  1 views today

Leave a Reply

Your email address will not be published. Required fields are marked *