May 27, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ସମୟ – ସୀମାଞ୍ଚଳ ପଣ୍ଡା*

********** *ସମୟ* **********
                   *******
   ସୀମାଞ୍ଚଳ ପଣ୍ଡା
***********

ମୋଠାରେ ମୋହର ନାହିଁ ଅଧିକାର
ନପାରେ ଅଟକି ନହୁଏ ଥୟ,
ଅବିଶ୍ରାନ୍ତ   କର୍ମ    ସଂସାରର   ଧର୍ମ
ସର୍ଵଦା  ସଚଳ ମୁହିଁ ସମୟ।

ଅଵିରାମ   ଗତି   ଅଛି ମୋ   ଶକତି
ନିରନ୍ତରକର୍ମ ମୋହର ଦୀକ୍ଷା,
ଚାଲିଵି    ଚାଲିଵି     ନ ପଡ଼ିଵି  ଥକି
ସଂସାରନିମନ୍ତେ ପାଇଛିଶିକ୍ଷା,
ନାହିଁ   ପରାଜୟ    ସର୍ଵଦା    ଵିଜୟ
ତୁମ କର୍ମ  ଲାଗି  ହୁଏ ଅଥୟ,
ମୋଠାରେ  ମୋହର ନାହିଁ  ଅଧିକାର
ନପାରେ  ଅଟକି ନହୁଏ ଥୟ।

ଵୟସ   ମୋହର   ଯୁଗେ  ଭାଗକର
ଅଖଣ୍ଡ  ଵୟସ   ନହୁଏ ଶେଷ,
କାଳ  କରେ   ଭାଗ   ମାନଵ ଵିଭାଗ
ସମୟ ହିସାଵେ କରମଯୋଗ।

ଧୀର   ଗତି   ମୋର  ଚକ୍ର ପରକାର
ଘୂରି ଚାଲେ ମିଳେ ନାହିଁ ଵିରାମ,
ନ ପଡ଼ଇ  ଥକି   ନ ହୁଏ  ମୁଁ  ଦୁଃଖୀ
ସଂସାର ନିମନ୍ତେ  ସଦା  ସକ୍ଷମ,
ମୋ ପାଇଁ  ଜଗତ  ଗାଉଛି  ସଂଗୀତ
ନାହିଁ  ମୋ ଵିଲୟ ନିତ୍ୟ ଵିଜୟ,
ଅବିଶ୍ରାନ୍ତ    କର୍ମ    ସଂସାରର   ଧର୍ମ
ସର୍ବଦା    ସଚଳ   ମୁହିଁ  ସମୟ।

ଜୀଵନର    ଵ୍ରତ    ସଂସାରର   ହିତ
କରିପାରେ  ଯେଵେ ଜଗତ ଜନ,
କରେନା  ନିପାତ  ମୋତେ  କଦାଚିତ
ପୁଣ୍ୟ  ଅରଜନେ  ହୁଏ  ମଗନ।

**************************

ସୀମାଞ୍ଚଳ ପଣ୍ଡା
********************

Loading

18 thoughts on “*ସମୟ – ସୀମାଞ୍ଚଳ ପଣ୍ଡା*

  1. An intriguing discussion is worth comment. I do believe that
    you ought to publish more on this topic, it may not be a taboo subject but usually folks don’t discuss such topics.
    To the next! Cheers!!

  2. Aw, this was a very nice post. Taking a few minutes and actual effort to make a top notch article… but what can I say… I procrastinate a whole lot and never seem to get
    nearly anything done.

  3. Definitely imagine that that you stated. Your favourite reason seemed to be at the web
    the easiest thing to keep in mind of. I say to you, I certainly
    get annoyed at the same time as people think about concerns
    that they just do not realize about. You controlled to hit the nail upon the highest
    and also outlined out the entire thing with no need side
    effect , folks could take a signal. Will likely be back to get more.

    Thank you

  4. A person essentially help to make seriously articles I might state.
    This is the very first time I frequented your web page and up to now?
    I amazed with the analysis you made to create this particular publish amazing.
    Magnificent process!

  5. Greetings! Very useful advice in this particular article! It’s the little changes that will make the most important changes. Thanks a lot for sharing!

Leave a Reply

Your email address will not be published. Required fields are marked *