🍁____କୃଷ୍ଣ କେଶବ____🍁
ଆହେ ଦୁଃଖ ହାରୀ
ଶ୍ରୀ କୃଷ୍ଣ କେଶବ ମାଧବ ଗୋବିନ୍ଦ ଦଇତାରୀ
ଶ୍ରୀ ରାଧେ ରାଧେ ନୀଳ ଗିରୀ
ଭଜନ ମାଳା ରେ ତୁଳସୀ ଦୟଣା ଭରି
ଶ୍ରୀ ଚନ୍ଦନେ ବାସ ନିତ୍ୟ ଅନୁସରି
ଭବ ପଥେ ମଣିମା ମଣିମା ପଡ଼ୁଛି ହୁରି
ହେ ଦୀନ ବାନ୍ଧବ କଳପ ତରୀ
ତୁ ଫୁଲ ବନ ମୋ ସୁଖ ଶିରି
ନବଧା ଆଚରୀ ହରେ ଭବ ଭୟବାରୀ
ଆହେ କେଡ଼େ ମଧୁଙ୍କରୀ ଛାର ନାରୀ
ଭକତ ଜନ ର ହିତକାରୀ
ଗୋପ ଗୋପୀ ମନ କଲ ଚୋରୀ
ମଦନ ମୋହନ ରାଧେ ମନ ହାରୀ
କୃପା କମଳ ରେ ଭାବ ଡୋରୀ
କି ମାଗିବି ଦେଇଛି ମୁଁ ପାଶୋରୀ
ଶ୍ରୀ ନୀଳ ଗିରୀ ବର ଅନନ୍ତ ॐକାର
ଛନ୍ଦା ପାଦେ ନୁପୁର ବାଜେଣି ଶ୍ରୀ ହରି ହରି
ଆତ୍ମା ଶାରୀ ମୋର ହୁଏ ଝୁରି
ଆହେ ଦୁଃଖ ହାରୀ…….💥
🙏🏻ଜୟ ଜଗନ୍ନାଥ🙏🏻
✨🕸️ବିଦ୍ୟୁତ୍ ପ୍ରଭା ନାୟକ🕸️✨
🍃କୁଆଖିଆ, ଯାଜପୁର🍃
☎️••••୭୦୭୭୮୮୧୪୬୦📞