April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କି ଅବା ଦେଇ ପୂଜିବି (ଛନ୍ଦ ବଙ୍ଗଳାଶ୍ରୀ) —— ବିନୋଦିନୀ ଦାଶ

କି ଅବା ଦେଇ ପୂଜିବି (ଛନ୍ଦ ବଙ୍ଗଳାଶ୍ରୀ)
————————–
             ବିନୋଦିନୀ ଦାଶ

ଏ ସାରା ଜଗତ ଯାହାର ଭିଆଣ

ତାକୁ ମୁଁ କଅଣ ଦେବି

ସବୁ ପରା ତା’ର କିଛି ନୁହେଁ ମୋର

କି ଅବା ଦେଇ ପୂଜିବି ।

ଭାବିଲି ପୟରେ ଦେବି ବୋଲି ପୁଷ୍ପ

ସେତ ଉଚ୍ଛିଷ୍ଟ କୀଟର

ସମର୍ପିବା ପାଇଁ ତାହାକୁ ଯେ ନେଇ

ମନ ବଳୁ ନାହିଁ ମୋର ।

ଭାବଇ ଜଳରେ କରିବି ମୁଁ ପୂଜା

ସେ ଜଳ-ଜୀବ ଉଚ୍ଛିଷ୍ଟ

ସେଥିରେ ତାହାର ଚରଣ ଯୁଗଳ

ଧୋଇବାକୁ ଲାଗେ କଷ୍ଟ ।

କ୍ଷୀରରେ ଧୋଇବି ବୋଲି ତା’ ଚରଣ

ଭାବିଲି ମନରେ ମୋର

ପୁଣି ମନେ ଭାବେ କ୍ଷୀର ତ ଅଟଇ

ସଦା ଉଚ୍ଛିଷ୍ଟ ବତ୍ସାର ।

ବେଦ ମନ୍ତ୍ର ତୁଣ୍ଡେ ଉଚ୍ଛାରି ପୂଜିଲେ

ଭାବିଲି ଲଭିବି ଶାନ୍ତି

ସିଏ ତ ତୁଣ୍ଡରେ ଜିହ୍ଵାର ଉଚ୍ଛିଷ୍ଟ

ଧରିବାକୁ ଲାଗେ ଭୀତି ।

ଭାବିହେଲି ମନେ କିପରି ପୂଜିବି

ସେହି ପରମ ଠାକୁର

ତେଣୁ ହୃଦ କନ୍ଦେ ବସାଇ ମୁଁ ତାକୁ

ସ୍ମରେ ନାମ ନିରନ୍ତର ।

କୁରୁଆଁ,ମୁଗପାଳ, କବିରପୁର, ଯାଜପୁର,

Loading

7 thoughts on “କି ଅବା ଦେଇ ପୂଜିବି (ଛନ୍ଦ ବଙ୍ଗଳାଶ୍ରୀ) —— ବିନୋଦିନୀ ଦାଶ

  1. Thanks for your personal great posting! I certainly relished examining it, you’re going to be an awesome author. I will you’ll want to bookmark your site and may return in some unspecified time in the future. I need to inspire you to definitely carry on your great composing, Use a nice holiday weekend! enugn.se/map8.php hvad betyder juridisk

  2. Place on using this type of produce-up, I truly sense this astounding web site wants an excellent offer much more focus. I’ll most likely be returning to read through by means of far more, many thanks for the knowledge!

  3. What an outstanding weblog site. I like to critique weblogs that instruct and thrill folks. Your blog is a gorgeous product of crafting. There are just a number of authors that understand about producing in addition to you are classified as the one particular amongst them. I also compose site web sites on different precise niches in addition to check out to return to become a fantastic author such as you. Right Here’s my site about Health-related Specialist On-connect with. You can Look at it as well as discuss it to guide me much more. I really like for those who check out my blog, consider in addition to provide statements! Thanks.

  4. Negatif SEO ile rakiplerinizin sitelerini kolaylıkla alt
    sıralara düşürebilir ve siz rakiplerinizin yerine geçebilirsiniz.

    Sizler için sevmediğiniz yada rakip sitelerinize ANTİ SEO çalışması yani Negatif SEO çalışması yapabilirim.

    With negative SEO, you can easily lower your competitors’ sites and you can replace your competitors.

    I can do ANTI SEO work, that is, Negative SEO work for you or your competitor
    sites that you do not like.

    Negatif SEO

Leave a Reply

Your email address will not be published. Required fields are marked *