March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ସମୁଦ୍ର କାନ୍ଦୁଛି–ଭାରତୀ ପଣ୍ଡା*

ସମୁଦ୍ର କାନ୍ଦୁଛି

ଶାନ୍ତ,ଗମ୍ଭୀର ଓ ନିଷ୍କପଟ ମୁଁ
ବଇରୀ ସାଜିନି କାହାର କେବେ
ପାଦ ପ୍ରକ୍ଷାଳଇ ଧରିତ୍ରୀ ମାତାର
ନୀଳ ଉର୍ମିମାଳା କେତେ ସରାଗେ ।।

ବିପଣି ମାଳାରେ ତଟ ସୁଶୋଭିତ
ପ୍ରେମୀ ଯୁଗଳଙ୍କ ସ୍ଵପ୍ନ ବାଲିଘର
ଚୁମି ଦେଉଥାଏ ତରଙ୍ଗ ମାଳାରେ
ଦୃଢ଼ତା ବଢାଏ ପ୍ରେମ ପାରାବାର।

ମାନବ ରଚିଛି ମୋହରି ଦେହରେ
ବାଣିଜ୍ୟର ପାଇଁ ସୁଗମ ପଥ
ସାଉଁଟି ନେଉଛି ମୋହରି ଗରଭୁ
ମଣି,ମୁକୁତା ଓ ଧନ ଦୌଲତ ।।

ପ୍ରକୃତି ତାଣ୍ଡବ ବାତ୍ୟା ବିଭୀଷିକା
ଦିବାକର ଦେଖ ରୁକ୍ଷ ହୁଅନ୍ତି
ବର୍ଯ୍ୟବସ୍ତୁ ଆସି ସମୁଦ୍ରରେ ମିଶି
ଜଳଜୀବ ଦୁଃଖ ନ ବୁଝେ କେହି ।।

ପ୍ରକୃତି କାନ୍ଦଇ, ସମୁଦ୍ର କାନ୍ଦଇ
କାନ୍ଦୁଅଛି ଆଜି ସାରା ସଂସାର
ଧୁର୍ତ୍ତ ମାନବ ମଥା ପିଟି କାନ୍ଦିବ
ନିଶ୍ଚେ ଆସୁଅଛି ତାର ସମୟ ।।

ଭାରତୀ ପଣ୍ଡା
ବୁର୍ଲା, ସମ୍ବଲପୁର

Loading

17 thoughts on “*ସମୁଦ୍ର କାନ୍ଦୁଛି–ଭାରତୀ ପଣ୍ଡା*

  1. It’s really a cool and useful piece of info. I am happy that you just shared this helpful info with us.Please stay us up to date like this. Thank you for sharing.

  2. I do trust all the ideas you’ve offered on your post. They’re very convincing and can certainly work. Nonetheless, the posts are very short for novices. May you please lengthen them a bit from next time? Thank you for the post.

  3. I do not even know the way I stopped up righthere, however I thought this post used to be good. I don’t recognise who you’re but definitely you are going to afamous blogger if you happen to are not already.Cheers!

Leave a Reply to West Village Cancel reply

Your email address will not be published. Required fields are marked *