February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ସମୁଦ୍ର କାନ୍ଦୁଛି–ଭାରତୀ ପଣ୍ଡା*

ସମୁଦ୍ର କାନ୍ଦୁଛି

ଶାନ୍ତ,ଗମ୍ଭୀର ଓ ନିଷ୍କପଟ ମୁଁ
ବଇରୀ ସାଜିନି କାହାର କେବେ
ପାଦ ପ୍ରକ୍ଷାଳଇ ଧରିତ୍ରୀ ମାତାର
ନୀଳ ଉର୍ମିମାଳା କେତେ ସରାଗେ ।।

ବିପଣି ମାଳାରେ ତଟ ସୁଶୋଭିତ
ପ୍ରେମୀ ଯୁଗଳଙ୍କ ସ୍ଵପ୍ନ ବାଲିଘର
ଚୁମି ଦେଉଥାଏ ତରଙ୍ଗ ମାଳାରେ
ଦୃଢ଼ତା ବଢାଏ ପ୍ରେମ ପାରାବାର।

ମାନବ ରଚିଛି ମୋହରି ଦେହରେ
ବାଣିଜ୍ୟର ପାଇଁ ସୁଗମ ପଥ
ସାଉଁଟି ନେଉଛି ମୋହରି ଗରଭୁ
ମଣି,ମୁକୁତା ଓ ଧନ ଦୌଲତ ।।

ପ୍ରକୃତି ତାଣ୍ଡବ ବାତ୍ୟା ବିଭୀଷିକା
ଦିବାକର ଦେଖ ରୁକ୍ଷ ହୁଅନ୍ତି
ବର୍ଯ୍ୟବସ୍ତୁ ଆସି ସମୁଦ୍ରରେ ମିଶି
ଜଳଜୀବ ଦୁଃଖ ନ ବୁଝେ କେହି ।।

ପ୍ରକୃତି କାନ୍ଦଇ, ସମୁଦ୍ର କାନ୍ଦଇ
କାନ୍ଦୁଅଛି ଆଜି ସାରା ସଂସାର
ଧୁର୍ତ୍ତ ମାନବ ମଥା ପିଟି କାନ୍ଦିବ
ନିଶ୍ଚେ ଆସୁଅଛି ତାର ସମୟ ।।

ଭାରତୀ ପଣ୍ଡା
ବୁର୍ଲା, ସମ୍ବଲପୁର

 1,509 total views,  1 views today

17 thoughts on “*ସମୁଦ୍ର କାନ୍ଦୁଛି–ଭାରତୀ ପଣ୍ଡା*

  1. It’s really a cool and useful piece of info. I am happy that you just shared this helpful info with us.Please stay us up to date like this. Thank you for sharing.

  2. I do trust all the ideas you’ve offered on your post. They’re very convincing and can certainly work. Nonetheless, the posts are very short for novices. May you please lengthen them a bit from next time? Thank you for the post.

  3. I do not even know the way I stopped up righthere, however I thought this post used to be good. I don’t recognise who you’re but definitely you are going to afamous blogger if you happen to are not already.Cheers!

Leave a Reply

Your email address will not be published. Required fields are marked *