❤️ କଥା ଦେଇଥିଲି ଦେହକୁ ଛୁଇଁ ❤️

ପ୍ରମିଜ୍ ଡେ ରେ ପ୍ରମିଜ୍ କରିଲି
ପ୍ରେମିକା ଦେହକୁ ଛୁଇଁ,
ତମଛଡ଼ା ଆଉ କାହାକୁ ଚାହିଁବନି
ଏଇ ଆଖି ମୋର ଦୁହିଁ ।

ସେଇଦିନ ଯେବେ ଜାଣି ମୁଁ ପାରିଲି
ଅଛନ୍ତି ତମର ପ୍ରେମିକ ,
ଗୋଟିଏ ନୁହଁ କି ଦୁଇଟି ନୁହଁ
ତିରିଶି ଠୁ ଆଉ ଅଧିକ ।

ଜାଣି ମୁଁ ପାରିକି ଛାଡ଼ି ଦେଲି ତୋତେ
ଆଖିରୁ ଗଡ଼େଇ ଲୁହ ,
କେମିତି ବୁଝିଲୁ ମୋ ଭଲ ପାଇବା
ଦେଇଗଲୁ ଗଲୁ ମନେ କୁହ।

ସମସ୍ତେ ଛାଡ଼ିଲେ ତୋରି ହାତକୁ
କେହେ ରହିଲେନି ପାଖେ ,
ଭଲ ପାଇବାର ନାଟକ କରୁଥିଲେ
ତୋର ରୂପକୁ ଦେଖିକି ଏତେ ।

କାନ୍ଦି କାନ୍ଦି ଯେବେ ଆସୀକି କହିଲୁ
କ୍ଷମା କରିଦିଅ ମୋତେ ,
ତମେ ହିଁ ବୁଝିଚ ମୋ ଭଲ ପାଇବା
ହୃଦୟ ରୁ ତମେ ସତେ ।

ଦେହ ଛୁଈଁ ମୋର କଥା ଦେଇଥିଲ
ଛାଡ଼ିବ ନାହିଁ ଯେ କେବେ,
ଏତେ ଶିଘ୍ର ତମେ କଥା ଭୁଲିଗଲ
କଷ୍ଟ ଦିଅନି ମୋତେ ।

କଥା ଦେଇଥିଲି ନ ଛୁଇଁ ଦେହକୁ
ଛୁଇଁ ଥିଲି ତମ ଡ୍ରେସ ,
ଯେବେ ଫିଙ୍ଗିଦେଲ ପୁରୁଣା ଭାବିକି
ସତେକି ମୁଁ ସାବୁନ୍ କେଶ୍ ।

ଅନିରୁଦ୍ଧ ତିଆଡ଼ି
ବାଲେଶ୍ବର ଅଡ଼ା (ମାଣିତ୍ରି )

 574 total views,  15 views today

14 thoughts on “❤️ କଥା ଦେଇଥିଲି ଦେହକୁ ଛୁଇଁ ❤️ — ଅନିରୁଦ୍ଧ ତିଆଡ଼ି”
  1. Hello There. I found your blog using google. This is an exxtremely well written article.
    I’ll make sure to bookmark it and return to read more of your
    useul information. Thanks foor the post.

    I’ll certainly return.

  2. Hello! Do you use Twitter?I’d like to follow you if that would bbe
    okay. I’m definitrely enjoying your blog and look forward tooo new
    articles.

  3. Nice post. I was checkjing continuously this blog and I’m impressed!

    Verry useful infolrmation specially the last part 🙂 I care for such info a lot.
    I was looking for this particular information for a long time.
    Thank you and best of luck.

Leave a Reply

Your email address will not be published. Required fields are marked *