କନ୍ୟାରତନ
**********
ସ୍ଵର୍ଗ ଅପସରା ପରି ସଜାଇ ଲ
ହୃଦୟ ସଙ୍ଖାଳି ତୁମ
ପର ଗୋତ୍ରି କରି ନିକଟରୁ ଦୂର
ସାରି ଦେଲ ତୁମ କାମ।
ମୁଣ୍ଡରେ ଓଢ଼ଣା ହାତେ ଶଙ୍ଖା ଚୁଡି
ମଥାରେ ପିନ୍ଧି ସିନ୍ଦୂର
ସ୍ଵାଧୀନ ରୁ ପୁଣି ପରାଧୀନ ହୋଇ
ଆପଣା ହୋଇଲେ ପର।
ସୁନା ପଞ୍ଜୁରୀ ର ବନ୍ଦୀ ଶାରି ଟିଏ
କଥାରେ ହୁଁ କୁ ବୋଲି
ପାଦେ ପାଦେ ଯାହା କଣ୍ଟା ଫୁଟି ଯାଏ
ପାରେ ନାହିଁ ଭଲ ଚାଲି।
ନଣନ୍ଦ କୁ ଶାଶୁ ସ୍ୱାମୀକୁ ବସାଇ
ଆକଟ କରିବା କଥା
ବୋହୁ ନୁହେଁ ଅବା ଶତ୍ରୁ ପଶି ଅଛି
ଦେଖି ଘୁରିଯାଏ ମଥା।
ଯୌତୁକ ମାଗିବା ବଡ଼ ଅପରାଧ
ଶଶୁର ମୋ କହୁଥିଲେ
ସବୁ ଜିନିଷର କ୍ୱାଲି ଟି ଖରାପ
କେତେ ନାକ ଟେକୁ ଥିଲେ।
ହାଲ୍ ମାର୍କା ସୁନା ସବୁତ ନ ଥିଲା
ଗହଣା ନାହିଁ ମୂଲ୍ୟ
ସବୁ ଜିନିଷର ବଛା ବଛି ଚାଲେ
ନଣନ୍ଦ କରେ ତାଶ୍ଚଲ୍ୟ।
କନ୍ୟାକୁ ରତନ ବୋଲୁ ଥିବା ବାପା
ଦାନ ଦେଇ ପର କଲ
ଦକ୍ଷିଣା ଭାବରେ ଯୌତୁକ ଦେଇ
କି ଭୁଲ୍ କରିଦେଲ।
Sandhya Rani dash
Assistant teacher
Makundapur UPS
Jagatsinghpur
9861540207
After I originally left a comment I seem to have clicked the
-Notify me when new comments are added- checkbox and from now on each time a comment is
added I recieve four emails with the same comment.
Perhaps there is a means you are able to remove me from that service?
Appreciate it!
my web-site … tracfone special coupon 2022
What’s up to all, it’s really a good for me to go to see this web
page, it includes valuable Information.
What’s up, after reading this awesome paragraph i am too cheerful to sharemy experience here with colleagues.
That is a very good tip especially to those fresh to the blogosphere. Simple but very accurate infoÖ Many thanks for sharing this one. A must read article!
Absolutely pent subject material, thank you for selective information. „You can do very little with faith, but you can do nothing without it.” by Samuel Butler.
excellent and incredible blog. I really intend to thanks, for offering us better
info.
What a remarkable blog post, I review it from begin to end.
I have to thanks, because it’s very challenging to find good information like
your blog.
The writing is really helpful and also genuinely inspiring.
terrific and also outstanding blog site. I actually wish to thank
you, for giving us much better details.
There is not a tree in heaven higher than the tree of patience.