February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

କନ୍ୟାରତନ— ସନ୍ଧ୍ୟାରାଣୀ ଦାଶ

କନ୍ୟାରତନ
**********
ସ୍ଵର୍ଗ ଅପସରା ପରି ସଜାଇ ଲ
ହୃଦୟ ସଙ୍ଖାଳି ତୁମ
ପର ଗୋତ୍ରି କରି ନିକଟରୁ ଦୂର
ସାରି ଦେଲ ତୁମ କାମ।

ମୁଣ୍ଡରେ ଓଢ଼ଣା ହାତେ ଶଙ୍ଖା ଚୁଡି
ମଥାରେ ପିନ୍ଧି ସିନ୍ଦୂର
ସ୍ଵାଧୀନ ରୁ ପୁଣି ପରାଧୀନ ହୋଇ
ଆପଣା ହୋଇଲେ ପର।

ସୁନା ପଞ୍ଜୁରୀ ର ବନ୍ଦୀ ଶାରି ଟିଏ
କଥାରେ ହୁଁ କୁ ବୋଲି
ପାଦେ ପାଦେ ଯାହା କଣ୍ଟା ଫୁଟି ଯାଏ
ପାରେ ନାହିଁ ଭଲ ଚାଲି।

ନଣନ୍ଦ କୁ ଶାଶୁ ସ୍ୱାମୀକୁ ବସାଇ
ଆକଟ କରିବା କଥା
ବୋହୁ ନୁହେଁ ଅବା ଶତ୍ରୁ ପଶି ଅଛି
ଦେଖି ଘୁରିଯାଏ ମଥା।

ଯୌତୁକ ମାଗିବା ବଡ଼ ଅପରାଧ
ଶଶୁର ମୋ କହୁଥିଲେ
ସବୁ ଜିନିଷର କ୍ୱାଲି ଟି ଖରାପ
କେତେ ନାକ ଟେକୁ ଥିଲେ।

ହାଲ୍ ମାର୍କା ସୁନା ସବୁତ ନ ଥିଲା
ଗହଣା ନାହିଁ ମୂଲ୍ୟ
ସବୁ ଜିନିଷର ବଛା ବଛି ଚାଲେ
ନଣନ୍ଦ କରେ ତାଶ୍ଚଲ୍ୟ।

କନ୍ୟାକୁ ରତନ ବୋଲୁ ଥିବା ବାପା
ଦାନ ଦେଇ ପର କଲ
ଦକ୍ଷିଣା ଭାବରେ ଯୌତୁକ ଦେଇ
କି ଭୁଲ୍ କରିଦେଲ।

Sandhya Rani dash
Assistant teacher
Makundapur UPS
Jagatsinghpur
9861540207

 421 total views,  1 views today

11 thoughts on “କନ୍ୟାରତନ— ସନ୍ଧ୍ୟାରାଣୀ ଦାଶ

  1. Absolutely pent subject material, thank you for selective information. „You can do very little with faith, but you can do nothing without it.” by Samuel Butler.

Leave a Reply

Your email address will not be published. Required fields are marked *