April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

କାଳିଆ—-ଚୁମ୍କି ଦାଶ( ମିଶ୍ର )

କାଳିଆ

କରୁଣ| ସାଗର ଭାବର ଠାକୁର
କି ଭାବେ ପୂଜିବି ତୋତେ,
କଳି ଯୁଗେ ହେଲୁ ଦାରୁ ବ୍ରହ୍ମ ତୁହି
କୃପା ସିନ୍ଧୁ ହୋଇ ସତେ |

କୃଷ୍ଣ ନାମ ବହି ଦ୍ଵାପର ଯୁଗରେ
କେଶବ ଅର୍ଜୁନଙ୍କର,
କଦମ୍ବ ମୂଳରେ ରାଧିକା ସଙ୍ଗରେ
କେଳି କୁଞ୍ଜ ବନେ ତୋର |

କି ସୁନ୍ଦର ସତେ ଅପରୂପ ଦିଶେ
କାଳିଆ ଚକା ନୟନ ,
କାନ୍ଦି କାନ୍ଦି ମରେ କାଇଁଚ ମାଳିଆ
କୃପା ଟିକେ ମିଳୁ ଧନ |

କେମନ୍ତେ ଡାକିବି କି ରୂପେ ଭଜିବି
କୋଟି ହୃଦ ଗଳାମାଳି,
କାଞ୍ଚନ ବେଶକୁ ମନ ମୋର ଖୋଜେ
କଳାଦିଅଁ ବନମାଳୀ |

ଚୁମ୍କି ଦାଶ (ମିଶ୍ର )
ଶାନ୍ତିପଡ଼ା, ବଲାଙ୍ଗିର

Loading

8 thoughts on “କାଳିଆ—-ଚୁମ୍କି ଦାଶ( ମିଶ୍ର )

  1. Hey I’m so happy I discovered your webpage, I actually located you by mistake, whilst I had been researching on Askjeeve for something else, Even so I’m right here now and would much like to convey thanks a great deal for any impressive post plus a all round thrilling weblog (I also really like the topic/design and style), I don’t have enough time to browse it all on the moment but I have bookmarked it in addition to included your RSS feeds, so After i have enough time I are going to be back again to study a lot more, You should do keep up The good work

  2. I’m really loving the theme/design of your weblog.
    Do you ever run into any web browser compatibility issues?

    A number of my blog
    audience have complained about my blog not
    operating correctly in Explorer but looks great in Opera.
    Do you have any tips to help fix this issue?

  3. Quality articles or reviews is the important to be a focus for the viewers to pay a quick
    visit the
    website, that’s what this site
    is providing.

  4. Write more, thats all I have to say. Literally, it seems as though you
    relied on the video to make your point. You obviously know
    what youre talking about, why throw away your intelligence
    on just posting videos to your site when you could be giving us
    something informative to read?

Leave a Reply to how to lose weight fast Cancel reply

Your email address will not be published. Required fields are marked *