July 05, 2022
11 11 11 AM
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା
*ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା*
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା
ବୁନ୍ଦାଏ ଲୁହ — ନିର୍ମଳ ବାରିକ
ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ
ବୁନ୍ଦାଏ ଲୁହ — ଚୁମକି ଦାସ
ବୁନ୍ଦାଏ ଲୁହ — ସୁଧାଂଶୁ ଗିରି
ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ
ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା
A spoon of tears —  Ratikanta Samal
A spoon of tears — Chinmayee Mohapatra
A spoon of tears — Sreekanta Panda
A spoon of tears — Dr.Satish C.Srivastava
A spoon of Tears — Shiw Shankar Shaw
A spoon of Tears — Pankajam Kottarath
A spoon of Tears — Bagawath Bhandari
A spoon of Tears — Afrose Saad
ବୁନ୍ଦାଏ ଲୁହ — ଭାରତୀ ପଣ୍ଡା
ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା
Latest Post
କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ–ପବିତ୍ର ବେହେରା *ଈଶ୍ବରଙ୍କୁ ପ୍ରଶ୍ନ–ହୃଦୟ ରଞ୍ଜନ ପରିଡ଼ା* ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ତପସ୍ୱିନୀ ଜେନା ବୁନ୍ଦାଏ ଲୁହ — ନିର୍ମଳ ବାରିକ ବୁନ୍ଦାଏ ଲୁହ — ସରୋଜ କୁମାର ସାହୁ ବୁନ୍ଦାଏ ଲୁହ — ଚୁମକି ଦାସ ବୁନ୍ଦାଏ ଲୁହ — ସୁଧାଂଶୁ ଗିରି ବୁନ୍ଦାଏ ଲୁହ — ଜ୍ଞାନ ରଞ୍ଜନ ନାୟକ ବୁନ୍ଦାଏ ଲୁହ — ମୁକ୍ତିରାଣୀ ଦେବତା A spoon of tears —  Ratikanta Samal A spoon of tears — Chinmayee Mohapatra A spoon of tears — Sreekanta Panda A spoon of tears — Dr.Satish C.Srivastava A spoon of Tears — Shiw Shankar Shaw A spoon of Tears — Pankajam Kottarath A spoon of Tears — Bagawath Bhandari A spoon of Tears — Afrose Saad ବୁନ୍ଦାଏ ଲୁହ — ଭାରତୀ ପଣ୍ଡା ବୁନ୍ଦାଏ ଲୁହ — ସ୍ୱାଗତିକା ବେହେରା

କାଳିଆ—-ଚୁମ୍କି ଦାଶ( ମିଶ୍ର )

କାଳିଆ

କରୁଣ| ସାଗର ଭାବର ଠାକୁର
କି ଭାବେ ପୂଜିବି ତୋତେ,
କଳି ଯୁଗେ ହେଲୁ ଦାରୁ ବ୍ରହ୍ମ ତୁହି
କୃପା ସିନ୍ଧୁ ହୋଇ ସତେ |

କୃଷ୍ଣ ନାମ ବହି ଦ୍ଵାପର ଯୁଗରେ
କେଶବ ଅର୍ଜୁନଙ୍କର,
କଦମ୍ବ ମୂଳରେ ରାଧିକା ସଙ୍ଗରେ
କେଳି କୁଞ୍ଜ ବନେ ତୋର |

କି ସୁନ୍ଦର ସତେ ଅପରୂପ ଦିଶେ
କାଳିଆ ଚକା ନୟନ ,
କାନ୍ଦି କାନ୍ଦି ମରେ କାଇଁଚ ମାଳିଆ
କୃପା ଟିକେ ମିଳୁ ଧନ |

କେମନ୍ତେ ଡାକିବି କି ରୂପେ ଭଜିବି
କୋଟି ହୃଦ ଗଳାମାଳି,
କାଞ୍ଚନ ବେଶକୁ ମନ ମୋର ଖୋଜେ
କଳାଦିଅଁ ବନମାଳୀ |

ଚୁମ୍କି ଦାଶ (ମିଶ୍ର )
ଶାନ୍ତିପଡ଼ା, ବଲାଙ୍ଗିର

 320 total views,  1 views today

7 thoughts on “କାଳିଆ—-ଚୁମ୍କି ଦାଶ( ମିଶ୍ର )

  1. Write more, thats all I have to say. Literally, it seems as though you
    relied on the video to make your point. You obviously know
    what youre talking about, why throw away your intelligence
    on just posting videos to your site when you could be giving us
    something informative to read?

  2. Quality articles or reviews is the important to be a focus for the viewers to pay a quick
    visit the
    website, that’s what this site
    is providing.

  3. I’m really loving the theme/design of your weblog.
    Do you ever run into any web browser compatibility issues?

    A number of my blog
    audience have complained about my blog not
    operating correctly in Explorer but looks great in Opera.
    Do you have any tips to help fix this issue?

  4. Hey I’m so happy I discovered your webpage, I actually located you by mistake, whilst I had been researching on Askjeeve for something else, Even so I’m right here now and would much like to convey thanks a great deal for any impressive post plus a all round thrilling weblog (I also really like the topic/design and style), I don’t have enough time to browse it all on the moment but I have bookmarked it in addition to included your RSS feeds, so After i have enough time I are going to be back again to study a lot more, You should do keep up The good work

Leave a Reply

Your email address will not be published.

× 8 = forty