April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ପାହାନ୍ତି ସପନ- ଚୁନିଲ କୁମାର ଗଙ୍ଗ ଦେଵ*

ପାହାନ୍ତି ସପନ
■■■■■■■■◆■■■■■■■■
ପାହାନ୍ତି ସପନ ଦେଇ ଯାଏ ମନେ
କେତେ ନୂଆ ଅଭିଳାଷ
ସ୍ୱପ୍ନ ଯଦି ମୋର ସତ ହୁଏ କେବେ
ରହିବନି ଅବଶୋଷ ।।

ଅସୁମାରୀ ଆଶା ଏ ମନ ଭିତରେ
ରହିଛି ଅନେକ ଦିନୁ
ପାହାନ୍ତି ସପନେ ଦେଖିଥିବା ଦୃଶ୍ୟ
ଲିଭେ ନାହିଁ ମୋର ମନୁ ।।

ଇଚ୍ଛା ମୋର ସବୁ ଏ ଛାତି ଭିତରେ
କୁହୁଲି କୁହୁଲି ଜଳେ
ପାହାନ୍ତି ସପନେ ଦେଖିଲେ ସେ ସବୁ
ସତ ହେବ ବୋଲି ଭାଳେ ।।

ପୋଥି, ପୁରାଣରୁ ଶୁଣିଛି ଅନେକ
ପାହାନ୍ତି ସପନ କଥା
ସେଇ ଆଶା ନେଇ ସପନ ଦେଖୁଛି
କଟି ଯିବ ବୋଲି ବ୍ୟଥା ।।

କେମିତି ଦେଖିଲେ ସତ ହୁଏ ସ୍ୱପ୍ନ
ଜଣା ନାହିଁ ସେହି କଳା
ତଥାପି ଦେଖେ ମୁଁ ସପନ ନିଇତି
ପାହାନ୍ତି ସକାଳ ବେଳା ।।

■■■■■■■■◆■■■■■■■■
ଚୁନିଲ କୁମାର ଗଙ୍ଗ ଦେଵ
କଳାହାଣ୍ଡି
Chunil Kumar gang dev

Loading

4 thoughts on “*ପାହାନ୍ତି ସପନ- ଚୁନିଲ କୁମାର ଗଙ୍ଗ ଦେଵ*

  1. This is the right webpage for anyone who would like to understand this topic.
    You realize a whole lot its almost tough to argue with you
    (not that I really will need to…HaHa). You definitely put a new spin on a subject that has been discussed for many years.
    Excellent stuff, just excellent!

  2. At this time it appears like Movable Type is the top blogging platform available
    right now. (from what I’ve read) Is that what you
    are using on your blog?

  3. Thanks on your marvelous posting! I actually enjoyed reading it, you’re a great author.I will be
    sure to bookmark your blog and definitely will come back very soon. I want to encourage you to definitely continue your great job, have a nice morning!

  4. Hi there, just became aware of your blog through Google, and found
    that it’s really informative. I’m going to watch out for brussels.
    I will be grateful if you continue this in future.
    Lots of people will be benefited from your writing. Cheers!

Leave a Reply

Your email address will not be published. Required fields are marked *