April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଜିମ୍ନାଷ୍ଟିକ ଖେଳ — ଚୁମ୍କି ଦାଶ

ଜିମ୍ନାଷ୍ଟିକ ଖେଳ
~~~~~~~~… ଚୁମ୍କି ଦାଶ (ମିଶ୍ର )

ଜିମ୍ନାଷ୍ଟିକ ଖେଳ ଭାରି ତ କଠିଣ
ଦେଖି ହେଇ ଯିବ ଛାନିଆ,
ରକତକୁ ପାଣି କରିକି ଖେଳାଳି
ବିସ୍ମିତ କରେ ଦୁନିଆଁ ||

ପେଟ ଚାଖଣ୍ଡକ ପାଇଁକି ସିନା
ଏତେ ସବୁ କଳା କୌଶଳ,
ସ୍ପ୍ରିଙ୍ଗ ଭଳିଆ ଶରୀର ହଲୁଛି
ଏ କି !ଦୁର୍ଲଭ ଖେଳ ||

ଅସମ୍ଭବ ନୁହେଁ ମଣିଷ ପାଖରେ
ସବୁକାର୍ଯ୍ୟ ପାଇଁ ସକ୍ଷମ,
ଧନ୍ୟ ଧନ୍ୟ ବୀର ଧନ୍ୟ ତୁମ କଳା
କରେ ମୁଁ ସତ ପ୍ରଣାମ ||

ବିପଦକୁ କରି ଆନନ୍ଦେ ବରଣ
ଚକିତ କରନ୍ତି ବିଶ୍ୱ,
କଳାକାର ଇଏ କଳା କୌଶଳରେ
ରହିଛି ରହିବ ଶ୍ରେଷ୍ଠ ||

ସାଧନାରୁ ସିଦ୍ଧି ଲଭେ ସର୍ବ ସିଦ୍ଧି
ରଣାଙ୍ଗନେ ଲଭେ ଜୟ,
ଅଭ୍ୟାସ ବଳରେଏ ଦୁଃସାହାସୀକତା
ପ୍ରଦର୍ଶନେ ନାହିଁ ଭୟ ||

ନାମ -ଚୁମ୍କି ଦାଶ
ଜିଲ୍ଲା -ବଲାଙ୍ଗୀର (ଶାନ୍ତିପଡ଼ା )

 730 total views,  1 views today

11 thoughts on “ଜିମ୍ନାଷ୍ଟିକ ଖେଳ — ଚୁମ୍କି ଦାଶ

  1. Hey just wanted to give you a quick heads up. The text inside your publish seem to be working off the display in Chrome. I’m undecided if that is a structure concern or a thing to complete with Internet browser compatibility but I believed I’d put up to Enable you know. The format appear wonderful while! Hope you have the trouble solved soon. Thanks

  2. Thanks lots for supplying folks with an especially fantastic opportunity to study important assessments from this blog. It is frequently so amazing and filled with a lot of exciting for me Individually and my Business office acquaintances to go to your website not under thrice every single week to check the clean recommendations you will have. Naturally, I’m just at all times fascinated regarding the efficient tactics served by you. Some 2 Tips in this publishing are Completely the simplest we’ve at any time had.

  3. Hello! I could have sworn I’ve been to this blog before but after browsing through some of the post I realized it’s new to me. Anyways, I’m definitely happy I found it and I’ll be book-marking and checking back frequently!

  4. You made some nice points there. I looked on the internet for the subject matter and found most individuals will agree with your site.

Leave a Reply

Your email address will not be published. Required fields are marked *