ମଣିଷତ୍ତ୍ୱ
—————–
ନିଜେ ଦୁଃଖ ସହି ଅନ୍ୟକୁ ହସାଇ ଆନନ୍ଦ ପାଏ ଯେ ଜନ,
ମର୍ତ୍ତ୍ୟ ମଣ୍ଡଳରେ ସିଏ ହିଁ ତ ଜଣେ ଈଶ୍ୱରଙ୍କ ଅଂଶ ଜାଣ ||
ଅନ୍ୟକୁ ସାହାଯ୍ୟ ଅନ୍ୟକୁପ୍ରେରଣା, ଦେବାରେ ହିଁ ତା ‘ଆନନ୍ଦ
ଦୟା,କ୍ଷମା ଗୁଣ ସର୍ବ ଶ୍ରେଷ୍ଠ ଅଟେ ଏହାହିଁ ତ ମନୁଷ୍ୟତ୍ୱ ||
କୋମଳ ହୃଦୟ କୋମଳ ଭାବନା, ନିସ୍ଵାର୍ଥ ସେବା ଯା ଗୁଣ
କୋଟିଏରେ ଗୋଟେ ଥାଆନ୍ତି ମଣିଷ, ପ୍ରମାଣ ଦିଅନ୍ତି ଜାଣ ||
ବଣମଲ୍ଲୀ କୁ ଯେ ମୁକୁଟ ପିନ୍ଧାନ୍ତି, ବିଶ୍ୱଦରବାରେ ନେଇ
ଧନ୍ୟ ଧନ୍ୟ ସେହି ଯୋଗ୍ୟତମ ସୂତ,ଦେବତାଙ୍କ ଅଂଶ ସେହି ||
କର୍ମରେ ଜିଅଁନ୍ତି କର୍ମରେ ମରନ୍ତି, କର୍ମ ବଳେ ବଳିୟାନ
ପିତା, ମାତା ବନ୍ଧୁ ଜ୍ଞାତି କୁଟୁମ୍ବ ଯେ, ତା ‘ପାଇଁ ଗର୍ବିତ ଜନ ||
Name -Chumki Dash( Mishra )
Dist -Bolangir (Odisa )
I do not even know how I ended up here, but I thought this post was good. I do not know who you are but definitely you are going to a famous blogger if you aren’t already Cheers!
Greetings! Very helpful advice in this particular article! It is the little changes that produce the largest changes. Many thanks for sharing!
Amazing things here. I am very satisfied tosee your post. Thank you so much and I’m taking a look ahead to touchyou. Will you please drop me a mail?
I really enjoy the blog article.Really thank you! Awesome.
What’s up, its good post regarding media print, we all know media is a great source of data.
Greetings! Very helpful advice in this particular post!It is the little changes that will make the biggest changes.Thanks for sharing!