ସୂର୍ଯ୍ୟୋଦୟ ଶାନ୍ତି ସୌମିତ୍ରି ସମ୍ମିଳନୀ- ୨୦୨୨
*ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ- ୨୦୨୦*
1- ପବିତ୍ର ମୋହନ ମହାରଣା, ଗଞ୍ଜାମ
2- ରଞ୍ଜନ କୁମାର ମହାନ୍ତି, ବାଲେଶ୍ଵର
*ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ- ୨୦୨୧*
1- ଜନ୍ମଜୟ ନାୟକ, ଯାଜପୁର
2-ଜ୍ୟୋତିର୍ମୟୀ ସାହୁ, ଖୋର୍ଦ୍ଧା
3-ମାନସ କୁମାର ସେନାପତି, ବାଲେଶ୍ଵର
4- ଶୁଭଶ୍ରୀ ସୁଚରିତା ଇନ୍ଦୁରେଖା ନାୟକ, ଭଦ୍ରକ
5- ସଚ୍ଚିଦାନନ୍ଦ ବେହେରା, କେନ୍ଦୁଝର
*ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ- ୨୦୨୨*
◇◇◇◇◇💝💝💝💝💝💝◇◇◇◇
ଏହି ଯୁବ ପ୍ରତିଭା ସମ୍ମାନ ନିମିତ୍ତ ମନୋନୀତ ହୋଇଥିବା ଯୁବ ପ୍ରତିଭା ମାନେ ହେଲେ
01-ଆଦିତ୍ୟଅମ୍ଳାନ ପଣ୍ଡା, ସମ୍ବଲପୁର
02- ଜଗନ୍ନାଥ ଚୌଧୁରୀ, ଗଞ୍ଜାମ
03- ତପନ କୁମାର ସ୍ବାଇଁ, ଗଞ୍ଜାମ
04- ତପସ୍ୱିନୀ ଜେନା, ଜଗତସିଂହପୁର
05- ଦୀପିକା ପେରେଇ, କେନ୍ଦୁଝର
06- ପ୍ରମିଉମିତା ଜାନା, ପୁରୀ
07- ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
08- ପ୍ରିୟବ୍ରତ ପରିଡ଼ା, ଢେଙ୍କାନାଳ
09- ରିନା ପରିଡା, ଖୋର୍ଦ୍ଧା
10- ଶୁଭସ୍ମିତା ପଟ୍ଟନାୟକ, ଗଞ୍ଜାମ
11- ସସ୍ମିତା ସାହୁ, ପୁରୀ
12- ସୁଭଦ୍ରା ପଟ୍ଟାୟତ, ବାଲେଶ୍ଵର
13- ସୁହାସିନୀ ପଟ୍ଟନାୟକ, କେନ୍ଦୁଝର
14- ସୌମ୍ୟା ପ୍ରିୟଦର୍ଶିନୀ, ଜଗତସିଂହପୁର
15- ହୃଦୟ ରଞ୍ଜନ ପରିଡା, ଯାଜପୁର
◇◇◇◇◇💝💝💝💝💝💝◇◇◇◇
*ସୂର୍ଯ୍ୟୋଦୟ ସମ୍ଭ୍ରାନ୍ତ ସାରସ୍ୱତ ସମ୍ମାନ- ୨୦୨୦*
1-ଇନ୍ଦୁପ୍ରଭା ବିଶ୍ୱାଳ, ଜଗତସିଂହପୁର
2-କାଦମ୍ବିନୀ ପରିଜା, ଜଗତସିଂହପୁର
3-ଭାସ୍କର ରାଉତ, ଗଞ୍ଜାମ
4-ସଂଯୁକ୍ତା ସାହୁ, ଜଗତସିଂହପୁର
5- ସୀମାଞ୍ଚଳ ପଣ୍ଡା, ଗଞ୍ଜାମ
6-ପ୍ରଫୁଲ୍ଲ କୁମାର ହୋତା, ଖୋର୍ଦ୍ଧା
*ସୂର୍ଯ୍ୟୋଦୟ ସମ୍ଭ୍ରାନ୍ତ ସାରସ୍ୱତ ସମ୍ମାନ- ୨୦୨୨*
◇◇◇◇◇◇💝💝💝💝💝💝◇◇◇◇◇◇
ଏହି ସମ୍ଭ୍ରାନ୍ତ ସମ୍ମାନ ନିମିତ୍ତ ମନୋନୀତ ହୋଇଥିବା ସାହିତ୍ୟ ପ୍ରତିଭା ମାନେ ହେଲେ-:
01- କୁଞ୍ଜବିହାରୀ ଦଳାଇ, ବାଲେଶ୍ଵର
02- ଜ୍ୟୋତ୍ସରାଣୀ ଜେନା, ବାଲେଶ୍ଵର
03- ଜ୍ୟୋତ୍ସରାଣୀ ଦେବୀ, ଗଞ୍ଜାମ
04- ନିକୁଞ୍ଜ କୁମାର ଘୋଷ, ବାଲେଶ୍ଵର
05- ପଲ୍ଲବୀ ବାରିକ, ଖୋର୍ଦ୍ଧା
06- ପ୍ରଣତି ଆଚାର୍ଯ୍ୟ ମିଶ୍ର, ନୟାଗଡ଼
07- ପ୍ରତାପ କେଶରୀ ବେହେରା, ପୁରୀ
08- ଭରତ ବନ୍ଧୁ ବିଶ୍ୱାଳ, ଯାଜପୁର
09- ଶ୍ରୀକାନ୍ତ ପଣ୍ଡା, ଭଦ୍ରକ
10- ସୌଦାମିନୀ ତ୍ରିପାଠୀ, ଖୋର୍ଦ୍ଧା
◇◇◇◇◇◇💝💝💝💝💝💝◇◇◇◇◇◇
*ସୂର୍ଯ୍ୟୋଦୟ ଗଳ୍ପ /ଅଣୁଗଳ୍ପ ସମ୍ମାନ- ୨୦୨୨*
◇◇◇◇◇◇💝💝💝💝💝💝◇◇◇◇◇◇
ଏହି ସମ୍ମାନ ନିମିତ୍ତ ମନୋନୀତ ହୋଇଥିବା ସାହିତ୍ୟ ପ୍ରତିଭା ମାନେ ହେଲେ-:
1- ଚିନ୍ମୟୀ ମହାପାତ୍ର, ଅନୁଗୁଳ
2- ଜିନାତମାମ୍ ଦର୍ଜି, ବରଗଡ଼
3- ଭାରତୀ ପଣ୍ଡା, ସମ୍ବଲପୁର
4- ସ୍ୱାଗତିକା ବେହେରା, କଟକ
ଚଳିତ ବର୍ଷ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ସାନ୍ତ୍ୱନା ମୂଳକ ପୁରସ୍କାର ପାଇଁ ନିମ୍ନଲିଖିତ ସାହିତ୍ୟ ପ୍ରତିଭା ମାନଙ୍କ ନାମ ମନୋନୀତ କରାଯାଇଛି-:
ଯୁବ ପ୍ରତିଭାଙ୍କ ଭିତରେ
————;;;;;;;;–
1- ଅଙ୍କିତ କୁମାର ସ୍ବାଇଁ, ଯାଜପୁର
2- ଆଦିତ୍ୟ ଦାସ, ଗଞ୍ଜାମ
3- ଚୁନିଲ କୁମାର ଗଙ୍ଗଦେଵ, କଳାହାଣ୍ଡି
4- ନିଳାମ୍ବର ବେହେରା, ଗଞ୍ଜାମ
5- ପାର୍ବତୀ ପ୍ରଧାନ, ପୁରୀ
6- ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଯାଜପୁର
7- ରାଇମୋହନ ରାଉତ, ଢେ଼ଙ୍କାନାଳ
8- ଶକୁନ୍ତଳା ପରିଡା, ଜଗତସିଂହପୁର
9- ସଙ୍ଘମିତ୍ରା ନାୟକ, କେନ୍ଦ୍ରାପଡା
ସମ୍ଭ୍ରାନ୍ତ ପରିବାରରୁ ଅଛନ୍ତି
—————————-
1- ଅକ୍ଷୟ କୁମାର ଆଚାର୍ଯ୍ୟ, କେନ୍ଦ୍ରାପଡା
2- ତ୍ରିନାଥ ପଟ୍ଟନାୟକ, କୋରାପୁଟ
3- ପ୍ରତିମା ଶତପଥୀ, ଯାଜପୁର
ସମସ୍ତେ ଆମ ସୂର୍ଯ୍ୟୋଦୟ ପରିବାରରେ ତାଙ୍କର ସାହିତ୍ୟ ସର୍ଜନା ପାଇଁ ବେଶ ଜଣାଶୁଣା, ଖାଲି ଆମ ପରିବାରରେ ନୁହେଁ ସମଗ୍ର ବିଶ୍ୱ ସାହିତ୍ୟର ପୃଷ୍ଟ ଭୂମିକୁ ନିଜ ନିଜର ସୃଜନାତ୍ମକ ଅପୂର୍ବ କଳା ଚାତୁରୀ ରେ ଉର୍ବର କରିବା ପାଇଁ ଏମାନଙ୍କ କଲମ ଖୁଵ ସକ୍ରିୟ।
ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ସମସ୍ତଙ୍କୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର, ଓଡିଶା
136 total views, 1 views today