ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ- ୨୦୨୧
ଏହି ଯୁବ ପ୍ରତିଭା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି
01-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର
10- ସାଇପ୍ରଭା ସୁତାର, ଭଦ୍ରକ
ସମସ୍ତେ ଆମ ପରିବାର ବେଶ ଜଣାଶୁଣା, ଖାଲି ଆମ ପରିବାର ରେ ନୁହେଁ ସମଗ୍ର ବିଶ୍ୱ ସାହିତ୍ୟର ପୃଷ୍ଟ ଭୂମିକୁ ନିଜ ନିଜର ସୃଜନ ଅପୂର୍ବ କଳା ଚାତୁରୀ ରେ ଉର୍ବର କରିବା ପାଇଁ ଏମାନଙ୍କ କଲମ ଖୁଵ ସକ୍ରିୟ।
ପରିବାର ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା।
6,416 total views, 1 views today