ସୂର୍ଯ୍ୟୋଦୟ କବିତା ସମ୍ମାନ- ୨୦୨୧
ଚଳିତ ବର୍ଷ ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏହି ସମ୍ମାନ ରେ ସମ୍ବର୍ଦ୍ଧିତ ହେବାକୁ ଯାଉଛନ୍ତି।
1- ସରୋଜ କୁମାର ସାହୁ, ଝାରସୁଗୁଡା
2- ଡାଃ କାର୍ତ୍ତିକେଶ୍ୱର ଜେନା, ଗଞ୍ଜାମ
3- ସୁଜାତା ଷଡଙ୍ଗୀ, ଗଞ୍ଜାମ
4- ସଞ୍ଜୟ କୁମାର ମିଶ୍ର, ସୁବର୍ଣ୍ଣପୁର
5- ଦୀପିକା ଦାଶ, ଗଞ୍ଜାମ
ସମସ୍ତଙ୍କୁ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଶୁଭେଚ୍ଛା ସହିତ ଅଜସ୍ର ଅଭିନନ୍ଦନ।
445 total views, 1 views today