March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ହୋଲି– ଦୀପଶିଖା ପ୍ରଧାନ*

😍 *ହୋଲି* 😍
~~~~~~~~~~
ଆସରେ ଆସ ରଙ୍ଗ ଖେଳିବା
ଆସିଛି ପରା ହୋଲି,
ଖୁସି ମନରେ ଗୀତ ଗାଇବା
ନାଚିବା ଝୁଲିଝୁଲି ||

ରଙ୍ଗବେରଙ୍ଗର ଫଗୁ ସବୁକୁ
ଦେହରେ ଦେବା ବୋଳି,
ଶୁଣିବାନି କାହା କଥାକୁ ଯିଏ
ଦେଉ ପଛକେ ଗାଳି ||

ବରଷେ ପରେ ହୋଲି ଆସିଛି
ଆଣିଛି କେତେ ଖୁସି,
ରଙ୍ଗ ଖେଳିବା,ମଜ୍ଜା କରିବା
ଭାଙ୍ଗ ପିଇବା ବସି ||

ରାଗ,ରୁଷା କୁ ମନରୁ ପୋଛି
ଭରିବା ପ୍ରେମ ରଙ୍ଗ,
ପର ଲାଗିବ ନିଜର ଥରେ
ଲାଗିଲେ ଏଇ ରଙ୍ଗ ||

ନ କରି ଡେରି ଚାଲରେ ଯିବା
ରଙ୍ଗ ଖେଳରେ ମାତି,
ଭିଜିବ ତନ, ହଜିବ ମନ
ଦିନ ହେଉ କି ରାତି ||

ଆସରେ ଆସ ଭାଇ, ଭଉଣୀ
ଦାଦା,ମଉସା,ଖୁଡ଼ୀ
ମିଳିମିଶିକି ଖେଳିବା ହୋଲି
ବେଳ ନ ଯାଉ ବୁଡ଼ି ||
_________________________

ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ

Loading

19 thoughts on “*ହୋଲି– ଦୀପଶିଖା ପ୍ରଧାନ*

    1. Thank you so much for your kind words and Appreciation …. Have a nice day ❣️

  1. I don’t even know the way I stopped up right here, but I thought this publish used to be great. I don’t know who you’re however certainly you’re going to a famous blogger when you aren’t already Cheers!

  2. I’m not sure where you’re getting your info, however
    good topic. I needs to spend some time finding out more
    or figuring out more. Thanks for great info I was searching for this
    information for my mission.

  3. I don’t even know how I ended up here, but I thought this post was great.

    I do not know who you are but definitely you are going to a famous blogger if you are not already
    Cheers!

    1. Thank you so much sir for your inspiration and kind words …..Have a great day ❣️

Leave a Reply to seo services Cancel reply

Your email address will not be published. Required fields are marked *