March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର

ହେ ଲାବଣ୍ୟବତୀ ପରୀ

 

ଗୋଲାପୀ ଗୋଲାପୀ

ମନ ତ ଗୋଲାପୀ

କି ମଞ୍ଜୁଳ ହେ ରୂପସୀ

ଗୋଲାପ ନଗରୁ

ଆସିଛ କି ସତେ

ହେ ରୂପବତୀ ମାନସୀ !

ଗୋଲାପ ସୁମନ

ଅଙ୍ଗେ ପରିପାଟୀ

ବାସ ପରିଧାନ କରି

ଗୌର ମଥା ସିନ୍ଥି

ଅପରୂପ କାନ୍ତି

ଅହ୍ୟ ସୁଲକ୍ଷଣୀ ନାରୀ ।

ଗୋଲାପର ବର୍ଣ୍ଣ

ନାଲି ଟିପା ଚିହ୍ନ

ପତିବ୍ରତା ସେ ରମଣୀ

ଦେଖିଦେଲେ ସତେ

ମନ ଯିବ ଲାଖି

ଅପଲକ ସେ ଚାହାଣି ।

ପାଦରେ ଅଳତା

ପାଉଁଜି ଘୁଙ୍ଗୁର

ରୁଣୁଝୁଣୁ ଛମଛମ

ହେ ଗଜଗାମିନୀ

ହେ ମୃଗନୟନୀ

ଚାଲି ଗଲେ ଫୁଟେ ପଦ୍ମ ।

ଗୋଲାପୀ ଅଧର

ଗୋଲାପୀ କଙ୍କଣ

ଗୋଲାପୀର ସୂତା ଶାଢ଼ୀ

ନଖେ ରଙ୍ଗାୟିତ

ଗୋଲାପୀ କୁଙ୍କୁମ

ମନଲୋଭା ଶାଢ଼ୀ ଧଡି ।

ଚୋରା ଚାହାଣିରେ

ହାଣି ଦିଅ ସତେ

ନୟନକୁ ତୀର ମାରି

ଥରେ ଚାହିଁ ଦେଲେ

ମନ ହେବ ଭ୍ରମ

ହେ ଲାବଣ୍ୟବତୀ ପରୀ ।

 

ପ୍ରସନ୍ନ କୁମାର ମେହେର

 ଦିଗଶିରା, ଡୁଙ୍ଗୁରିପାଲି,

ସୁବର୍ଣ୍ଣପୁର

 76 total views,  1 views today

Leave a Reply

Your email address will not be published. Required fields are marked *