March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଅନ୍ୱେଷଣ – ନରୋତ୍ତମ ପରିଡା*

ଅନ୍ୱେଷଣ

ନରୋତ୍ତମ ପରିଡା

******************************“

ଅନ୍ବେଷିତ ଆତ୍ମା ତୃଷାତୁର

ଅଦୁରେ ମୃଗତୃଷ୍ଣା ଜଳ କାହିଁ କେତେଦୂର…

ଅହେତୁକ ତୃଷ୍ଣା…………..

ଝୁଣେ ରୁଦ୍ର ରକ୍ତ ତିଳେ ତିଳେ

ଧାବିତ, ପଥକ୍ଲାନ୍ତ ଲକ୍ଷ୍ୟ ଆଶା ବୈତରଣୀ..

ଲୁହ ଦେଇ ଲହୁ ପିଇ

ଜୀବନ ଧାଉଁଛି ଧାଉଁ ଥିବ ଅବିରଳ..

ଜୀବନ ଜୁଆରେ ଅଜଣା ପ୍ରତିଦ୍ବନ୍ଦୀ କେତେ

ଶୂନ୍ୟ ବୃନ୍ଦାବନ, ବିରହ ବଂଶୀ ସ୍ୱର….

ଅନ୍ତରାତ୍ମାର କ୍ରନ୍ଦନ

କରାଗରେ ବନ୍ଦୀ ଅଜାତ ଶତ୍ରୁର….

ଝୁଣୁଛି ଅତୀତ

ଭୋଗିବାକୁ ବାକି କିଛି କର୍ମଫଳ..

ପଥକ୍ଲାନ୍ତେ ଲକ୍ଷ୍ୟ କାହିଁ କେତେଦୂର

ରହିଯିବ ସବୁକିଛି……

ଅନ୍ୱେଷଣ…. ଅନ୍ୱେଷଣ…. ଅନ୍ୱେଷଣ..

 

ନରୋତ୍ତମ ପରିଡା

Loading

10 thoughts on “*ଅନ୍ୱେଷଣ – ନରୋତ୍ତମ ପରିଡା*

  1. I do agree with all the ideas you’ve introduced in your post. They’re really convincing and will definitely work. Still, the posts are too short for novices. Could you please prolong them a bit from subsequent time? Thank you for the post.

  2. I blog often and I genuinely thank you for your content. This great article has truly peaked my interest. I will book mark your blog and keep checking for new information about once per week. I subscribed to your Feed as well.

Leave a Reply to click here Cancel reply

Your email address will not be published. Required fields are marked *