March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

SANDHYARANI DASH

SANDHYARANI DASH
Regional Director of SLF
Jagatsinghpur-Zone, Odisha

ସନ୍ଧ୍ୟା ରାଣୀ ଦାଶ
ପିତା… ଅର୍ଜୁନ ଚରଣ ଦାଶ
ମାତା….. ଜେମା ମଣି ଦାଶ
ସ୍ବାମୀ… ଅକ୍ଷୟ କୁମାର ମିଶ୍ର

ଶିକ୍ଷାଗତ ଯୋଗ୍ୟତା~~~ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ

ବୃତ୍ତି… ଶିକ୍ଷକତା
ପ୍ରବୃତ୍ତି-ସାହିତ୍ୟ ସାଧନା
ସୃଜନୀ ସମ୍ଭାର…
💐💐–💐💐–💐💐💐💐
୧-ଆ ଜହ୍ନ ମାମୁଁ ସରଗ ଶଶୀ


୨-ନିଦ ମାଉସୀ ଦେ ଆଉଁସି


୩-ବିଲେଇ ନାନୀର ଭାଓଲିନି

ଶ୍ରୀମତୀ ସନ୍ଧ୍ୟା ରାଣୀ ଦାଶ ସାହିତ୍ୟ ପ୍ରୀତି ତାଙ୍କ ଜୀବନର ଯେମିତି ପ୍ରଥମ ପ୍ରତିଶ୍ରୁତି। ପୋଥିରୁ ପୁରାଣ,କାବ୍ୟରୁ ନାଟ୍ୟ,ଗୀତାରୁ କିମ୍ବଦନ୍ତୀ, ଉପମା ରୁ ଉପନ୍ୟାସ। ସାରସ୍ୱତ ଚେତନା ର ଚୌହଦୀରେ ଚିରକାଳ ସେ ବନ୍ଦିନୀ ଅଟନ୍ତି। କେବେ ଶାସ୍ତ୍ର ତ କେବେ କଲମର ଅସ୍ତ୍ର। ପୋଥି ପୃଥିବୀର ପଥିକ ,ଆଉ ସୃଜନ ବନର ଭାବୁକ।

ଗଦ୍ୟ,ପଦ୍ୟ ର ନୈବେଦ୍ୟ ଦେଇ ଦେଇ ସାରସ୍ୱତ ଭଣ୍ଡାର ର ଶାଶ୍ୱତ ସମ୍ଭାରକୁ କରିଛନ୍ତି ସମୃଦ୍ଧ। ସେ ଅଜାଡିଛନ୍ତି ଶ୍ରେଣୀ ରେ ମେଧା, ବାଣୀ ପାଇଁ ଶ୍ରଦ୍ଧା, ଲେଖା ପାଇଁ ତାଙ୍କ ମନରେ ସଦା ଆବେଗ ର ଅଳକାନନ୍ଦା ପ୍ରବାହିତ। ସମୟର ସାତ ତାଳ ପାଣି ତଳେ କେଉଁ ଅମୁହାଁ ଦେଉଳେ ମୁହଁ ମାଡି ପଡିଥିବା ମୁଠା କଥା କୁହା ଶବ୍ଦ ସାଉଁଟି ଅଛନ୍ତି। ତାକୁ ନେଇ ଗୁନ୍ଥିଛନ୍ତି ଗୋଟା ଗୋଟା ପୁସ୍ତକ ର ଫୁଲ ହାର। ଶ୍ରୀମତୀ ସନ୍ଧ୍ୟା ରାଣୀ ଦାଶ ଙ୍କ କଲମରେ କଡ଼ ଲେଉଟାଇଛି ଇତିହାସ। ଫିଟିପଡିଛି ସତ ସତିକା କାହାଣୀ ର କରୁଣ ଚାହାଣୀ। ସେ ନିଜ ଲେଖା ରେ ଥୋଇଛନ୍ତି କେତେ ଅଙ୍କାବଙ୍କା,ଅନାବନା କଥା ଓ ନଥା। କେତେ ମହାନ ଜୀଵନ ର ମହାର୍ଘ୍ୟ କଥାକୁ ନେଇ ପାଠକ ଙ୍କୁ ଯେମିତି ଦେଇଛନ୍ତି ପ୍ରୀତିର ଅର୍ଘ୍ୟ। ତାଙ୍କର ବିରାମ ନାହିଁ କି ଲେଖନୀ ଉପରେ ଲଗାମ ନାହିଁ। ପିଲା ମାନଙ୍କ ପାଇଁ ସେ ଅତି ଆପଣାର,ପିଲା ମାନଙ୍କ ଠାରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବା ରେ ସେ ସିଦ୍ଧହସ୍ତା । ତାଙ୍କ ପ୍ରେରଣା ବ୍ୟଞ୍ଜକ କଥା ସମସ୍ତଙ୍କୁ ଆଗେଇ ଚାଲିବା ର ରାସ୍ତା ଦେଖାଏ।

ସମ୍ମାନ ସ୍ୱୀକୃତି
**************
୧.. କବି ବାଣୀ ରୂପା ସମ୍ମାନ
ନିଶିଗନ୍ଧା ସାହିତ୍ୟ ସଂସଦ


୨.. ସୁନାଦୁବ ପରିବାର କଟକ
ଗୁରୁ ଶ୍ରୀ ସମ୍ମାନ

୩.. ଶିଶୁ ପତ୍ରିକା ଟିକି ତାରା
ସମ୍ମାନ ପତ୍ର


୪… ଶ୍ରୀ ଜଗନ୍ନାଥ ସେବା ସଦନ
ଗାନ୍ଧୀ ଧର୍ମ ସମ୍ମାନ


୫..
ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ
ଶ୍ରୀ ଜଗନ୍ନାଥ ପ୍ରଜ୍ଞା ସମ୍ମାନ


୬… କଳ୍ପନା ସାହିତ୍ୟ ସାଂସ୍କୃତିକ ଓ ସାମାଜିକ ପରିଷଦ
ପ୍ରଜ୍ଞା ଜ୍ୟୋତି ସମ୍ମାନ.


୭… କୌଶଲ୍ୟା ସାହିତ୍ୟ ଓ ସଂସ୍କତି ପରିଷଦ
ସାରସ୍ବତ ସମ୍ମାନ- ମାଟିର ମଣିଷ


୮.. ବାଣୀ ପ୍ରଭା ସାହିତ୍ୟ ପରିବାର
ବାଣୀ ପ୍ରଭା କାବ୍ୟ ସରିତା ସମ୍ମାନ.


୯.. ସୁନା ଭଉଣୀ କବିତା ଆସର
କବି ପ୍ରତିଭା ସମ୍ମାନ


୧୦.. ଲୋହରା ଖଣ୍ଡି ସାହିତ୍ୟ ସଂସଦ
ପ୍ରଶଂସା ପତ୍ର


୧୧.. ଶିବ ଦାସ ସ୍ମାରକୀ କବିତା ପାଠ ଉତ୍ସବ
ପ୍ରଶଂସା ପତ୍ର


୧୨.. ଗୋପୀ ନାଥ ସେବା ସଦନ
ମାନ ପତ୍ର


୧୩.. ବିଶ୍ୱରୁପା ସର୍ବ ମଙ୍ଗଳା ପିଠ
ଭାଷା ଭାବନା ମାନ ପତ୍ର


୧୪… ସମ୍ବାଦ ସାହିତ୍ୟ ଘର ଜଗତ ସିଂହ ପୁର
ପ୍ରତିଭା ସ୍ଵୀକୃତି ପ୍ରମାଣ ପତ୍ର


୧୫.. ବ ଟ ଶ୍ରୀ କ୍ଷେତ୍ର ପ୍ରତିଷ୍ଠା ଉତ୍ସବ
ଆଧ୍ୟାତ୍ମିକ ଆସର ଓ କବି ସମ୍ମଳନୀ
ପ୍ରଶଂସା ପତ୍ର


୧୬… ବୋଇତ ବନ୍ଦାଣ ଉତ୍ସବ ଓ ନାଉଗାଁ ଉତ୍ସବ
ସୃଜନ ପ୍ରମାଣ ପତ୍ର


୧୭.. ତୁଳସୀ ସାହିତ୍ୟ ସଂସଦ କାଦୁଅ ପଡା
ଜଗତ ସିଂହ ପୁର


ତୁଳସୀ ସାହିତ୍ୟ ସଂସଦ, ଶୀତ ଆସର, ସମ୍ମାନ ପତ୍ର
୧୮.. ଜାତୀୟ କବି ବୀରକିଶୋର ସ୍ମୃତି ସମିତି
ପ୍ରତିଭା ପତ୍ର


୧୯.. ଝଙ୍କଡ଼ ସାହିତ୍ୟ ସଂସଦ, ତିର୍ତ୍ତୋଲ, ଜଗତ ସିଂହ ପୁର


୨୦.. ମା ମଙ୍ଗଳା ସାହିତ୍ୟ ସେବା ସଂସ୍କାର ସଂସଦ
କୁନ୍ତଳା କୁମାରୀ ସାବତ ସମ୍ମାନ


୨୧.. ସାଇ ସାହିତ୍ୟ ସଂସ୍ଥା ନ
ବୀଣା ପାଣି ସ୍ମୃତି ସମ୍ମାନ


୨୨.. ସତ୍ୟ ନାରାୟଣ ସାହିତ୍ୟ ସଂସଦ ପୁରୀ
ଅଳକାନନ୍ଦା ସମ୍ମାନ

୨୩.. ନିସିଗନ୍ଧା ସାହିତ୍ୟ ସଂସଦ
ସାହିତ୍ୟ ଭାସ୍କର ସମ୍ମାନ ୨୦୨୦


 ୨୪.. ଭାଷା ଭାବନା ଓଡିଶା
ଭାଷା ଭାବନା ପ୍ରତିଭା ସମ୍ମାନ

୨୫.. ସୁନା ଦୁବ ବଙ୍ଗଳା ସାହି କଟକ
ପ୍ରଶଂସା ପତ୍ର


୨୬.. ନିଶୀଗନ୍ଧା ସାହିତ୍ୟ ସଂସଦ
ପ୍ରଶଂସା ପତ୍ର.

 

ବର୍ତ୍ତମାନ ଠିକଣା….

ସନ୍ଧ୍ୟା ରାଣୀ ଦାଶ
ଅକ୍ଷୟ କୁମାର ମିଶ୍ର
ଜଳ ସେଚନ ବିଭାଗ
ଜଗତ ସିଂହ ପୁର

 2,180 total views,  1 views today