April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ନିଦାଘ ସଂଗୀତ–ସୁଦର୍ଶନ ମହାପାତ୍ର*

ନିଦାଘ ସଂଗୀତ
************

ନିଦକ ନିଦାଘ ସତେ ନିଦାରୁଣ
ଜଳାଏ ମୋ ମନ ଦେହ
ପଥିକଟିଏ ମୁଁ ତୃଷାରେ ଆତୁର
ଓଠ ପିଏ ଆଖି ଲୁହ ।।

ପତର ବିହୀନ ପାଦପ ଶାଖାରେ
ଝୁଲୁଛି ଚଇତି ଖରା
ଝଡ଼ର ଡେଣାରେ ପ୍ରଳୟ ଆସିଛି
ଭୟ ଗ୍ରାସେ ସସାଗରା ।।

ପାଖୁଡା ପାଖୁଡା ଅନେକ ଯାତନା
କଲବଲ ହୁଏ ପ୍ରାଣ
ଛିଟ ପ୍ରଜାପତି ମନ ବଗିଚାରେ
ଦୁଃଖେ ସତେ ମ୍ରିୟମାଣ ।।

ଶିରା ପ୍ରଶିରାରୁ ଲହୁ ଲୁହ ଯେତେ
ଶୋଷେ ମାୟା ମରୀଚିକା
ସବୁ ରଙ୍ଗ ଆଜି ଧୂସର ବିବର୍ଣ୍ଣ
ପ୍ରୀତି ରଙ୍ଗ ଫିକା ଫିକା ।।

ନିଦାଘ ଯେ ଗାଏ ବିଧ୍ବଂସୀ ସଙ୍ଗୀତ
ତୁଟାଏ ସଂସାର ମୋହ
କେତେ ଯେ ଆହତ ଅଭିମାନେ ଆଜି
ଛାତିରୁ ଉଠୁଛି କୋହ ।।

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ, ନୂଆପଡା,କଟକ
Sudarsan Mahapatra

Loading

8 thoughts on “*ନିଦାଘ ସଂଗୀତ–ସୁଦର୍ଶନ ମହାପାତ୍ର*

  1. It’s really a great and helpful piece of info. I am happy that
    you just shared this helpful info with us.
    Please stay us up to date like this. Thanks for sharing.

  2. What’s up, for all time i used to check webpage posts here in the early hours in the break of day, since i enjoy to gain knowledge of more and more.

  3. I absolutely love your website.. Very nice colors & theme.
    Did you build this amazing site yourself? Please reply back as I’m wanting to
    create my very own site and would like to know where you got
    this from or what the theme is named. Thanks!

  4. The best poetry written by Mr Sudrashan Mohapatra’ emotions, word composition, a complete justification the name of NIDAGHA SANGEETA. Touching my heart my best wishes and blessing.

    Your Bhaina.

  5. Very good,ନିଦାଘ ସଂଗିତ, ଜୀବନର ଏକ ସୁନ୍ଦର ଛବି, ଛାତି ତଳେ ରେଖାପାତ କରିଥାଏ।

    1. The best poetry written by Mr Sudrashan Mohapatra’ emotions, word composition, a complete justification the name of NIDAGHA SANGEETA. Touching my heart my best wishes and blessing.

      Your Bhaina.

Leave a Reply to Narottam Parida Cancel reply

Your email address will not be published. Required fields are marked *