March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

*ଆକର୍ଷଣ–ଅନୁପମା ଦାସ*

ଆକର୍ଷଣ
**********

ବେଗିନୀ ନଦୀର ହୋଇ ସରୁ ଏକ ଧାର
ସମୁଦ୍ରେ ମିଶିବା ଲାଗି ଥିଲି ଖରତର
ନିରାକାର ଢାଳିଦେଲ ଅପୂର୍ବ ସୌରଭ
ସମ୍ମାହିତେ ଲଭିଅଛି ପରମ ଗୌରବ ।

ହେ କୃଷ୍ଣ ତୁମରି ରସେ ତୃଷ୍ଣା ଅଛି ଲିଭି
ପଦେ କଥା, ଟିକେ ହସ, ସ୍ପର୍ଶଟିଏ ଲଭି
ପ୍ରାଣ ସାଥେ ପ୍ରାଣର ଏ ଅପୂର୍ବ ମିଳନ
ମୋ ମନେ ଭରିଛି ତବ ନିତ୍ୟ ଅଧିଷ୍ଠାନ ।

ଚତୁର୍ଦ୍ଦିଗ ବ୍ୟାପୀ ଆହା ଚନ୍ଦନ ସୁବାସ
ସ୍ୱପ୍ନେ ଅବା ଜାଗରଣେ ପାଇଛି ପରଶ
ପଦ୍ମ ଗନ୍ଧ ଯାହା, ପ୍ରାଣେ ମାଦକତା ଭରେ
ସର୍ବବ୍ୟାପୀ ତୁମେ ପ୍ରିୟ ଜାଗ୍ରତ ଅନ୍ତରେ ।

ଯୋଜନ ଯୋଜନ ଦୂର ଏ କି ବ୍ୟବଧାନ
ମନ,ପ୍ରାଣ,ଚେତନା ମୋ’ ତଦ୍ଗତ ତଲ୍ଲୀନ ।

©®ଅନୁପମା ଦାସ

 437 total views,  1 views today

4 thoughts on “*ଆକର୍ଷଣ–ଅନୁପମା ଦାସ*

  1. Hey There. I discovered your website applying msn. That may be a really well composed post. I’ll make sure to bookmark it and come back to examine additional of your beneficial info. Many thanks with the article. I will certainly return.

Leave a Reply

Your email address will not be published. Required fields are marked *