October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ମୁଁ ବି ତ ଗୋଟେ–ସରୋଜିନୀ ବେହେରା*

ମୁଁ ବି ତ ଗୋଟେ……
ସରୋଜିନୀ ବେହେରା

ଅକୁହା ବେଦନାର କୋଢ଼ କୋଢ଼ କୋହରୁ
ଭାସିଆସିଥିବା ତୁମ ପ୍ରଶ୍ନବାଚୀର
ମୁଁ ବି ତ ଗୋଟେ ନିରବ ଉତ୍ତର……!!

ମେଞ୍ଚା ମେଞ୍ଚା ଅଣଦେଖାକୁ ସାଇତି
ରଖିଥିବା ତୁମ ସଂଗ୍ରହାଳୟରେ
ମୁଁ ବି ତ ଗୋଟେ ଆବର୍ଜନା କକ୍ଷ……!!

ଅସହାୟତାର ନିର୍ଜନତାରେ
ଗୁରୁଣ୍ଡି ହେଉଥିବା ତୁମ ନିଷ୍ପତ୍ତିର ଦୋଛକି ରାସ୍ତାରେ
ମୁଁ ବି ତ ଗୋଟେ ଅପୂର୍ଣ୍ଣାଙ୍ଗ ଆଠ ମାସିଆ ଶିଶୁ…..!!

ଭୟର ବାହାନା ଦେଖେଇ
ବିହନ ବୁଣୁଥିବା ତୁମ ସମ୍ପର୍କ କିଆରୀରେ
ମୁଁ ବି ତ ଗୋଟେ ହୁଗୁଲା ପୋଷକଧାରୀ ପାଳଭୂତ….!!

ଅତୀତର ଇତିହାସ ପୃଷ୍ଠାକୁ ଲେଉଟାଇ
ବାରମ୍ବାର ବିଜ୍ଞାନର ସମୀକରଣ
ଖୋଜି ହେଉଥିବା ତୁମ ବିଚଳିତ ଭାବନାର
ମୁଁ ବି ତ ଗୋଟେ ଦଦରା ଧୂଳିଆ ମୈଲାଟ….!!

ମିନିଟ କଣ୍ଟାର ଗତି ଭଳି ବଦଳୁଥିବା
ତୁମ ବ୍ୟବହାରର
ମୁଁ ବି ତ ଏକ ଅନିର୍ଦ୍ଧାରିତ ସେକେଣ୍ଡର ଝଲକ…..!!

ତୁମ ସମ୍ପୂର୍ଣ୍ଣତାର ହାତ ପାପୁଲିରେ
ପାଞ୍ଚ ଆଙ୍ଗୁଳିକୁ ମୁଠା କରି
ସମାନ କରୁଥିବା ତୁମ ପ୍ରୟାସର
ମୁଁ ହିଁ ତ ଗୋଟେ କୁଞ୍ଚି ଯାଉଥିବା ରେଖା ଟିଏ……!!

ଆଗରପଡା, ଭଦ୍ରକ

Loading

12 thoughts on “*ମୁଁ ବି ତ ଗୋଟେ–ସରୋଜିନୀ ବେହେରା*

  1. Normally I don’t read article on blogs, however I would like tosay that this write-up very forced me to try anddo it! Your writing style has been amazed me. Thank you, very nice article.

  2. Aw, this was a really nice post. Taking a few minutes and actual effort to make a good articleÖ but what can I sayÖ I procrastinate a lot and don’t seem to get nearly anything done.

Leave a Reply

Your email address will not be published. Required fields are marked *