October 27, 2021
11 11 11 AM
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
Latest Post
*ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ପ୍ରିୟାର ଚିଟାଉ – ମନୀଷା ରାଉତ*

-:ପ୍ରିୟାର ଚିଟାଉ :-

********************

ଲାଗୁଅଛି ସତେ ବରଷା ଆସିଛି

ପ୍ରିୟା ତୋର ଛିଠି ନେଇ ,

ଦୁଇ ହାତ ଠାରି ଡାକୁଅଛି ମତେ

ତୋ ପ୍ରେମେ ଭିଜିବା ପାଇଁ….

 

ପ୍ରିୟା ମୋ ରହିଛ ମୋ ଠୁ ଦୂରରେ

ହେଲେ ଲାଗେ ଅଛ ପାଶେ ,

ଶୟନେ ସପନେ ଜାଗରଣେ ମୋର

ତୁମ ମୁହଁ ଖାଲି ଦିଶେ ….

 

ତୁମ ବିନା ମୋର ରାତି ଉଜାଗର

ଭଲରେ କଟୁନି ଦିନ,

ଫେରି ଆସ ଥରେ ଦେଖିବ କେମିତି

ବିଚଳିତ ମୋର ମନ…….

 

ବର୍ଷା ହାତେ ଯେଉଁ ଚିଟାଉ ଦେଇଛ

ପ୍ରେମ ର ଭାଷା କୁ ଲେଖି ,

ତାହାରି ହାତରୁ ଗ୍ରହଣ କରିବ

ତୁମରି ପ୍ରିୟ ର ଚିଠି……

 

ମୁଁ ଯେ ତୁମର ତୁମେ ଯେ ମୋହର

ଏ ଦୁନିଆ ନପାରୁ ବୁଝି ,

ଆମ ପ୍ରେମ ଭାଷା କେହି ନବୁଝିଲେ

ବର୍ଷା ଅଛି ଆମ ସାକ୍ଷୀ……

 

ବରଷା ତତେ ମୋ ଏତିକି ବିନତି

ଯା ଥରେ ପ୍ରିୟା ପାଖେ ,

ପ୍ରିୟାକୁ କହିବୁ ସୁନ୍ଦର ଦିଶୁଛି

ବଉଳ ଓଢଣୀ ପାଟେ………

 

ପ୍ରିୟା ତତେ ମୁଁ ଏତିକି କହୁଛି

ଭୁଲିବୁନି କେବେ ମତେ ,

ତୋ ବିନା ମୋହର ଦୁନିଆ ଅନ୍ଧାର

ଦିନ ଲାଗେ ରାତି ସତେ……

 

* ମନୀଷା ରାଉତ *

* କପାସି, ଯାଜପୁର *

 205 total views,  2 views today

Leave a Reply

Your email address will not be published. Required fields are marked *