May 28, 2022
11 11 11 AM
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା
ବିସ୍ଥାପିତ  — ବନଲତା ଜାଲି 
ଛାଡପତ୍ର — ତୃପ୍ତିରାଣୀ ପାତ୍ର
ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ
ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ
ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା 
ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ
Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022* 
ଚିଠି — ସଂଯୁକ୍ତା ସାହୁ
ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ
ଲୋହିତ ଗୋଧୂଳି — ଜାନକୀ ମହାନ୍ତ
ଅନ୍ନ — ପ୍ରିୟମ୍ବଦା ରାଉତ
ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ
*ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ*
Thy Heritage is Leaking — Gabriel S. Weah
Heritage For Next Generations — Maid Čorbić
Only for you my love — Shiw Shankar Shaw  
Only Love — Lyn Ramos V. Alfonso
Endless Love — Subhasmita Pattnayak
Latest Post
ବିକାଶର ଚିତ୍ର— ମୁକ୍ତିରାଣୀ ଦେବତା ବିସ୍ଥାପିତ  — ବନଲତା ଜାଲି  ଛାଡପତ୍ର — ତୃପ୍ତିରାଣୀ ପାତ୍ର ଅନୁଶୀଳନ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ବିପ୍ଳବୀ — ଡ.ପ୍ରିୟମ୍ବଦା ସାମଲ ମୁଁ ଏକ ଆତ୍ମା —- ବିନୋଦିନୀ ଦାଶ ସ୍ନେହମୟୀ ସେହି ମାଆ — ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା  ତୁମେ ଥିଲେ ବୋଧେ — ରଶ୍ମୀବାଳା ଶତପଥୀ Lets talk with Pranati Acharya Mishra who hells from Nayagarh , Odisha for Suryodaya_Sambhranta_Saraswat_Samman – 2022*  ଚିଠି — ସଂଯୁକ୍ତା ସାହୁ ବାଃ ୟେ’ ସିନ୍ଦୂର — ଜାନକୀ ମହାନ୍ତ ଲୋହିତ ଗୋଧୂଳି — ଜାନକୀ ମହାନ୍ତ ଅନ୍ନ — ପ୍ରିୟମ୍ବଦା ରାଉତ ମୁକ୍ତକେଶୀ–ଶ୍ରୀ ଭରତବନ୍ଧୁ ବିଶ୍ୱାଳ *ପ୍ରେମ ହିଁ କେବଳମ୍–ବର୍ଷା ରାଣୀ ସାହୁ* Thy Heritage is Leaking — Gabriel S. Weah Heritage For Next Generations — Maid Čorbić Only for you my love — Shiw Shankar Shaw   Only Love — Lyn Ramos V. Alfonso Endless Love — Subhasmita Pattnayak

*ଖରାଦିନ — ଯଶୋବନ୍ତ ନାୟକ*

ଖରାଦିନ

==============

ଧୀରେଧୀରେ ଆସିଯାଏ ଖରାଦିନ

ଫାଲଗୁନ ମାସପରେ।

ନାଳ ନଈ ପୋଖରୀ ଶୁଖାଇ

ଚାଲିଯାଏ ତା ବାଟରେ ll

 

ସୂର୍ଯ୍ୟଙ୍କ ତେଜ ହୁଅଇ ପ୍ରଖର

ଜଳହୁଏ ବାଷ୍ପୀଭୂତ।

କଷ୍ଟଦାୟକ ଗରମ ପବନ

ମନକୁ କରେ ଭ୍ରମିତ ll

 

ଝାଳ ବହୁଥାଏ ଶରୀର ଉପରେ

ସବୁ ଦିନ ସବୁ ରାତି।

ଖାଇବାକୁ ଯମା ଭଲଲାଗେ ନାହିଁ

ଶୋଷ ଲାଗୁଥାଏ ଅତି ll

 

ଜଳ ପରିମାଣ କମି କମି ଯାଏ

ଲାଗେ ଭାରି ଦୁରୁବଳ।

ଅଂଶୁଘାତ ମୁଣ୍ଡବିନ୍ଧା ବିପଦ

କରିଥାଏ କଲବଲ ll

 

ଘରୁ ବାହାରି ହୋଇନାଥାଏ

ଲାଗେ ସତେ କେତେ କଷ୍ଟ l

ଝାଂଜି ଖରାରେ ଡହଳ ବିକଳ

ଶୁଖି ଯାଏ ସଦା ଓ଼ଷ୍ଠ ll

 

 

ଆଜିଠୁ ସମସ୍ତେ ସାବଧାନ ହୁଏ

ଖରାବେଲେ ଘରେ ରୁହ l

ପିଏ ହେ ଭାଇ ପଇଡ ପାଣି ଦହି

ସୁସ୍ଥ ସତେଜ ରହିବ ଦେହ ll

 

ଖରାବେଳେ ନିଶା ସେବନ

ନିଜ ଜୀବନ ପ୍ରତି ବିପଦ

ମଦ ସିଗାରେଟ ପୁଡିଆ ଛାଡି

ଘର ରୁହ ସଦା ସୁରକ୍ଷିତ ll

 

କିଛିଟିକେ ହେଲେ ଧର୍ଯ୍ୟ ଧରିବା

ହେବl ନାହିଁ ଭୟଭୀତ।

ଖରାଦିନ ଭାରି ଶଙ୍କଟ ଅଟଇ

ବେଳୁ ହୋଇବା ଜାଗ୍ରତ ll

 

 

:- ଯଶୋବନ୍ତ ନାୟକ

ମୋତିଗାଁ, ଚନ୍ଦାହାଣ୍ଡି

ନବରଙ୍ଗପୁର

 354 total views,  1 views today

4 thoughts on “*ଖରାଦିନ — ଯଶୋବନ୍ତ ନାୟକ*

  1. I have been exploring for a bit for any high quality articles or weblog posts on this kind of
    area
    . Exploring in Yahoo I finally
    stumbled upon this website. Reading this info So i
    am satisfied to exhibit that I have an incredibly good uncanny feeling I found
    out just what I needed.
    I so much certainly will make certain to do not overlook this site and give it
    a look on a continuing basis.

Leave a Reply

Your email address will not be published.

− 5 = 1