March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ଖରାଦିନ — ଯଶୋବନ୍ତ ନାୟକ*

ଖରାଦିନ

==============

ଧୀରେଧୀରେ ଆସିଯାଏ ଖରାଦିନ

ଫାଲଗୁନ ମାସପରେ।

ନାଳ ନଈ ପୋଖରୀ ଶୁଖାଇ

ଚାଲିଯାଏ ତା ବାଟରେ ll

 

ସୂର୍ଯ୍ୟଙ୍କ ତେଜ ହୁଅଇ ପ୍ରଖର

ଜଳହୁଏ ବାଷ୍ପୀଭୂତ।

କଷ୍ଟଦାୟକ ଗରମ ପବନ

ମନକୁ କରେ ଭ୍ରମିତ ll

 

ଝାଳ ବହୁଥାଏ ଶରୀର ଉପରେ

ସବୁ ଦିନ ସବୁ ରାତି।

ଖାଇବାକୁ ଯମା ଭଲଲାଗେ ନାହିଁ

ଶୋଷ ଲାଗୁଥାଏ ଅତି ll

 

ଜଳ ପରିମାଣ କମି କମି ଯାଏ

ଲାଗେ ଭାରି ଦୁରୁବଳ।

ଅଂଶୁଘାତ ମୁଣ୍ଡବିନ୍ଧା ବିପଦ

କରିଥାଏ କଲବଲ ll

 

ଘରୁ ବାହାରି ହୋଇନାଥାଏ

ଲାଗେ ସତେ କେତେ କଷ୍ଟ l

ଝାଂଜି ଖରାରେ ଡହଳ ବିକଳ

ଶୁଖି ଯାଏ ସଦା ଓ଼ଷ୍ଠ ll

 

 

ଆଜିଠୁ ସମସ୍ତେ ସାବଧାନ ହୁଏ

ଖରାବେଲେ ଘରେ ରୁହ l

ପିଏ ହେ ଭାଇ ପଇଡ ପାଣି ଦହି

ସୁସ୍ଥ ସତେଜ ରହିବ ଦେହ ll

 

ଖରାବେଳେ ନିଶା ସେବନ

ନିଜ ଜୀବନ ପ୍ରତି ବିପଦ

ମଦ ସିଗାରେଟ ପୁଡିଆ ଛାଡି

ଘର ରୁହ ସଦା ସୁରକ୍ଷିତ ll

 

କିଛିଟିକେ ହେଲେ ଧର୍ଯ୍ୟ ଧରିବା

ହେବl ନାହିଁ ଭୟଭୀତ।

ଖରାଦିନ ଭାରି ଶଙ୍କଟ ଅଟଇ

ବେଳୁ ହୋଇବା ଜାଗ୍ରତ ll

 

 

:- ଯଶୋବନ୍ତ ନାୟକ

ମୋତିଗାଁ, ଚନ୍ଦାହାଣ୍ଡି

ନବରଙ୍ଗପୁର

 576 total views,  1 views today

4 thoughts on “*ଖରାଦିନ — ଯଶୋବନ୍ତ ନାୟକ*

  1. I have been exploring for a bit for any high quality articles or weblog posts on this kind of
    area
    . Exploring in Yahoo I finally
    stumbled upon this website. Reading this info So i
    am satisfied to exhibit that I have an incredibly good uncanny feeling I found
    out just what I needed.
    I so much certainly will make certain to do not overlook this site and give it
    a look on a continuing basis.

Leave a Reply

Your email address will not be published. Required fields are marked *