September 20, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ଝରା ପତର ର ଗୀତ–ସୁପ୍ରଜିତ୍ ସାହୁ*

#ଝରା_ପତର_ର_ଗୀତ

ଝରା ପତରର କେଶରୀ ରଙ୍ଗରେ
ଏତେ ତେଜ କାହିଁପାଇଁ ??
ଅଦିନ ବସନ୍ତ ସାଜିଥିଲ ତୁମେ
ଗିତଟେ ଲେଖିଲା ନଈ……।

ଝରଣାର ଝର ଘାସରେ କାକର
କେତେ ମହନୀୟ କେତେ ମନୋହର
ତୁମେ ମମତାରେ ବାନ୍ଧିଥିଲ ବୋଲି
ଜହ୍ନକୁ ଝୁରିଲା କଇଁ…….।

ଶବ୍ଦ ସବୁ ଆଜି ଅଭିମାନୀ ଯେହ୍ନେ
ମଲା ତଟିନୀର ତୀର…
ମୁଁ ଅବା କେମିତି ଖଦ୍ୟୋତ ଟେ ହୋଇ
ଜହ୍ନକୁ ମାରିବି ତୀର !!
ସ୍ୟାହି କରେ ଶୋକ ସାହିତ୍ୟର ଭୋକ
ଲହୁ ହୋଇ ଝରେ ଛାତି ତଳ ଦୁଃଖ
ମୁଁ ଅବା କିପରି ଫୁଲକୁ ଆଦରି
କଣ୍ଟାକୁ କରିବି ପର….!!

ମୁଁ ଅବା କେମିତି ଖାଦ୍ୟୋତ ଟେ ହୋଇ
ଜହ୍ନ କୁ ମାରିବି ତୀର ??

✍️ ସୁପ୍ରଜିତ୍ ସାହୁ

 482 total views,  1 views today

Leave a Reply

Your email address will not be published. Required fields are marked *