March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଜୀବନ ଦୋଳି– ବିଶ୍ୱଜିତା ବରାଳ*

* ଜୀବନ ଦୋଳି *

ଭୂମିରେ ଯେଦିନ ପାଦ ଦେଇକରି
କାନ୍ଦିଲି ମୁଁ କୁଆଁ କୁଆଁ ,
ଝୁଲଣ ଦୋଳିରେ ଦୋଳି ଖେଳୁଥିଲି
ଝୁଲାଉଥିଲା ମୋ ମାଆ ।।

ଏଇଠୁ ଆରମ୍ଭ ଜୀବନ ଦୋଳି ମୋ
ହସଖୁସି ସୁଖଦୁଃଖ ,
ଅଳିର ଗୁଞ୍ଜନ ପକ୍ଷୀର କୁଜନ
ନବୀନ ସୁଖ ମୟୁଖ ।।

ଅନ୍ଧାର ଯେତିକି ଆଲୁଅ ସେତିକି
ସଂସାର ଗହନ ବନ ,
ସଙ୍କଳ୍ପ ରଖିଛି ଚାଲିବାକୁ ହେବ
ସରିବା ପର୍ଯ୍ୟନ୍ତ ଦିନ ।।

କେଉଁଠୁ ଆସିଛି, କୁଆଡ଼େ ଯିବି ମୁଁ
କଳି ପାରୁ ନାହିଁ ଏବେ ,
କିସ ଆଣିଥିଲି କିସ ନେଇଯିବି
ମୋହ ମାୟାର ଏ ଭବେ ।।

ଜୀବନ ଦୋଳିରେ ପାଦ ଥାପିଛି ମୁଁ
ଉପରକୁ ଯିବି ଉଡ଼ି,
ବାହାର ଛଳନା କାମନା ବାସନା
ଏଇଠି ଯିବି ମୁଁ ଛାଡ଼ି ।।
—————————————

Biswajita Baral Puri

Loading

5 thoughts on “*ଜୀବନ ଦୋଳି– ବିଶ୍ୱଜିତା ବରାଳ*

  1. Hmm is anyone else experiencing problems with the pictures on this
    blog loading? I’m trying to find out if its a problem on my end or if it’s the blog.
    Any feedback would be greatly appreciated.

  2. Hi there! I understand this is kind of off-topic however I
    had to ask. Does operating a well-established blog like yours
    require a massive amount work? I’m brand new to writing a blog but I do
    write in my journal daily. I’d like to start a blog
    so I can share my personal experience and feelings online.
    Please let me know if you have any kind of ideas or tips for
    new aspiring bloggers. Thankyou!

  3. It’s in fact very difficult in this full of activity life to listen news on TV, therefore I just use the
    web for that purpose, and take the most recent information.

  4. Wonderful website. A lot of useful information here. I’m sending it to a few
    friends ans additionally sharing in delicious.
    And obviously, thank you on your sweat!

  5. Do you have a spam problem on this website; I also am a blogger,
    and I was curious about your situation; many of us
    have developed some nice methods and we are looking to swap solutions
    with others, please shoot me an email if interested.

Leave a Reply to Arlie Cancel reply

Your email address will not be published. Required fields are marked *