March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ହୃଦୟ ଖୋଜଇ — ସୀମା*

*ହୃଦୟ ଖୋଜଇ*

ଛାଡିବିନି ହାତ କହିଥିଲୁ ସାଥୀ

ଅଧବାଟେ ଗଲୁ ଛାଡି,

କେମିତି ବୁଝିବୁ ଆଉ କହାମନ

ଚାଲିଗଲୁ ମୁହଁ ମୋଡ଼ି……

ଭଙ୍ଗା ଆଇନା ମନଟା ମୋର

ହୋଇ ଗଲା ଚୂର୍ ମାର,

ଆଉ କାହା ରୂପ ଦେଖିଲୁ ବୋଲି

ମତେ କରି ଦେଲୁ ପର…….

ରୂପ ରାଇଜରେ ବାୟାଣୀ ସଜିବୁ

ମିଳିବନି ତତେ ମନ,

ଯେମିତି ଖେଲିଲୁ କଣ୍ଢେଇ ପରି

ସେମିତି ହେବୁ ଦିନେ ହଇରାଣ……

ସେଇ ଦିନ ମନେ ପଡ଼ିବ ତୋହର

ପ୍ରେମ ନୁହେଁ ଖେଳ ଘର,

ଆସି ଦେଖି ଯିବୁ ସେଇ ଦିନ ବି

ଛାତିରେ ଥିବା ପ୍ରେମ ହିଁ ତୋର……

ଭଲ ପାଇବା ଟା ମିଛ ନୁହେଁ ସାଥୀ

ହୁଏ ଭୁଲ ବୁଝାମଣା,

ତୁ ସିନା ମତେ ଭୁଲି ଯିବୁ

ମୁଁ ତତେ ଝୁରିବି ତତେ କି ଜଣା…….

❤️ସୀମା❤️ସୁବର୍ଣ୍ଣପୁର

Loading

15 thoughts on “*ହୃଦୟ ଖୋଜଇ — ସୀମା*

  1. I blog frequently and I truly thank you for your information. This great article has truly peaked my interest.I will book mark your blog and keep checking for new information about once per week.I subscribed to your Feed as well.

  2. I do trust all of the ideas you have offered to your post.They’re very convincing and will certainly work.Nonetheless, the posts are very quick for novices.May just you please prolong them a bit from subsequent time?Thank you for the post.

  3. A fascinating discussion is worth comment. I think that you must compose more on this topic, it may not be a taboo topic yet generally individuals are inadequate to talk on such subjects. To the next. Thanks

  4. F*ckin’ amazing things here. I am very satisfied to see your article. Thanks so much and i am having a look forward to touch you. Will you please drop me a e-mail?

  5. I do not even know the way I finished up right here, but I believed this post was great. I don’t realize who you’re however definitely you’re going to a famous blogger when you are not already Cheers!

Leave a Reply to Wall Street Cancel reply

Your email address will not be published. Required fields are marked *