February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ହୃଦୟ ଖୋଜଇ — ସୀମା*

*ହୃଦୟ ଖୋଜଇ*

ଛାଡିବିନି ହାତ କହିଥିଲୁ ସାଥୀ

ଅଧବାଟେ ଗଲୁ ଛାଡି,

କେମିତି ବୁଝିବୁ ଆଉ କହାମନ

ଚାଲିଗଲୁ ମୁହଁ ମୋଡ଼ି……

ଭଙ୍ଗା ଆଇନା ମନଟା ମୋର

ହୋଇ ଗଲା ଚୂର୍ ମାର,

ଆଉ କାହା ରୂପ ଦେଖିଲୁ ବୋଲି

ମତେ କରି ଦେଲୁ ପର…….

ରୂପ ରାଇଜରେ ବାୟାଣୀ ସଜିବୁ

ମିଳିବନି ତତେ ମନ,

ଯେମିତି ଖେଲିଲୁ କଣ୍ଢେଇ ପରି

ସେମିତି ହେବୁ ଦିନେ ହଇରାଣ……

ସେଇ ଦିନ ମନେ ପଡ଼ିବ ତୋହର

ପ୍ରେମ ନୁହେଁ ଖେଳ ଘର,

ଆସି ଦେଖି ଯିବୁ ସେଇ ଦିନ ବି

ଛାତିରେ ଥିବା ପ୍ରେମ ହିଁ ତୋର……

ଭଲ ପାଇବା ଟା ମିଛ ନୁହେଁ ସାଥୀ

ହୁଏ ଭୁଲ ବୁଝାମଣା,

ତୁ ସିନା ମତେ ଭୁଲି ଯିବୁ

ମୁଁ ତତେ ଝୁରିବି ତତେ କି ଜଣା…….

❤️ସୀମା❤️ସୁବର୍ଣ୍ଣପୁର

 372 total views,  2 views today

15 thoughts on “*ହୃଦୟ ଖୋଜଇ — ସୀମା*

  1. I blog frequently and I truly thank you for your information. This great article has truly peaked my interest.I will book mark your blog and keep checking for new information about once per week.I subscribed to your Feed as well.

  2. I do trust all of the ideas you have offered to your post.They’re very convincing and will certainly work.Nonetheless, the posts are very quick for novices.May just you please prolong them a bit from subsequent time?Thank you for the post.

  3. A fascinating discussion is worth comment. I think that you must compose more on this topic, it may not be a taboo topic yet generally individuals are inadequate to talk on such subjects. To the next. Thanks

  4. F*ckin’ amazing things here. I am very satisfied to see your article. Thanks so much and i am having a look forward to touch you. Will you please drop me a e-mail?

  5. I do not even know the way I finished up right here, but I believed this post was great. I don’t realize who you’re however definitely you’re going to a famous blogger when you are not already Cheers!

Leave a Reply

Your email address will not be published. Required fields are marked *