July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

ଗୋଟିଏ ସ୍ମୃତି ଆଉ ସବୁ ଅନୁଭୂତି — ପୂର୍ଣ୍ଣିମା ସିଂ

ଗୋଟିଏ ସ୍ମୃତି ଆଉ ସବୁ ଅନୁଭୂତି

ଅଦୃଶ୍ୟ ପଣତ ର ଛାଇ
ଧିରେ ଯାଏ ଲେଉଟି,
ଅପରାହ୍ନ ର ଗୋ ଧୂଳି
ଗୋଟିଏ ସ୍ମୃତି
ଆଉ ସବୁ ଅନୁଭୂତି।।

ଦ୍ଵାରେ ଦ୍ଵାରେ ବିଭୀଷିକା
କୁମ୍ଭୀପାକ ଠାରୁ ବଳୀ,
ସର୍ବ ଜୀବିତ ମନୁଷ୍ୟ ର ମୂର୍ତ୍ତୀ
ଜୀବନ ଗୋଟିଏ ସ୍ମୃତି
ଆଉ ସବୁ ଅନୁଭୂତି।।

ଗନ୍ତବ୍ୟ, ଅଗନ୍ତବ୍ୟ ର ପଥ
ଲମ୍ବି ଯାଏ ଅଙ୍କୁଳି ନିର୍ଦ୍ଦେଶି
ଚାଲ ସେହି ପଥ ଅତିକ୍ରମ କରି
ଅଦୃଶ୍ୟ ସେ ଆହ୍ବାନ ଗୋଟିଏ ସ୍ମୃତି,
ଆଉ ସବୁ ଅନୁଭୂତି ‌‌।।

ମାୟା ମୃଗ, ମରିଚିକା ମିଥ୍ୟା
ସତ୍ୟ ସେହି କର୍ମ ପନ୍ଥୀ,
ଧର୍ମ ର ବଳେ ଧରିତ୍ରୀ ,
ଶକ୍ତି ହୋଇ ଯାଏ ସ୍ମୃତି
ଆଉ ସବୁ ଅନୁଭୂତି।।

ସମସ୍ତ ପ୍ରଶ୍ନ ଉତ୍ତର ର ଖେଳ
ଖେଳିବାକୁ ହେବ ହାରୁ ହାରୁ ପୁଣି
ପାର୍ଶ୍ଵରେ ନଥିବ ବେଳ,
ନିଜ ବିବେକ ଗୁରୁ ହିଁ ସ୍ମୁରତି
ଆଉ ସବୁ ଅନୁଭୂତି।।

ପୂର୍ଣ୍ଣିମା ସିଂ, ନୀଳଗିରି (ବାଲେଶ୍ଵର)

 210 total views,  1 views today

One thought on “ଗୋଟିଏ ସ୍ମୃତି ଆଉ ସବୁ ଅନୁଭୂତି — ପୂର୍ଣ୍ଣିମା ସିଂ

Leave a Reply

Your email address will not be published. Required fields are marked *