February 05, 2023
11 11 11 AM
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
Latest Post
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ 

ଗୋଲାପ ଫୁଲ – ଅନିତା ବିଶ୍ଵାଳ

ଗୋଲାପ ଫୁଲ

“ସତରେ ଭଗବାନ ଙ୍କ ସୃଷ୍ଟି କେଡେ ବିଚିତ୍ର ।ତାଙ୍କ ସୃଷ୍ଟି ସବୁଜିମା ଭରା ଏକ ବନଭୂମି ।ସତରେ ଗୋଟେ ମଣିଷ ସୁଖରେ ଥାଉ କି ଦୁଃଖରେ ଯେତେବେଳେ ସେ ଗୋଲାପ ଫୁଲ ଟିକୁ ଦେଖେ ତା ମନ ଭିତରେ ଏକ ଉନ୍ମାଦ ସୃଷ୍ଟି ହୋଇ ଥାଏ। ସତରେ ଇଶ୍ଵର ସୃଷ୍ଟି ବେଶ୍ ମନୋହର ।ଗୋଲାପ ଫୁଲ ବିଭିନ୍ନ ରଙ୍ଗ ର ରହିଥାଏ ଯଥା_ଲାଲି ,ଗୋଲାପି ।ଗୋଲାପ ଫୁଲ ଗୋଟେ କଣ୍ଟା ଜାତୀୟ ଫୁଲ କିନ୍ତୁ ଦେଖିଦେଲେ ମନକୁ ତୃପ୍ତି ମିଳିଥାଏ।ଏହି ଗୋଲାପ ସମାଜର ପ୍ରତ୍ୟେକ ମଣିଷକୁ ଗୋଟିଏ ଶିକ୍ଷା ଦେଇଥାଏ କି ବଞ୍ଚିବା କେହି ଗୋଲାପ ଫୁଲ ଠୁ ଶିଖିବା କଥା କାରଣ ସେ ଫୁଟେ ପୁଣି ଝଡିଯାଇ ତେଣୁ ସେ ପୁଣି ନୂଆ କରି ଫୁଟେ ପୁଣି ଝଡିଯାଏ।ଗୋଟେ ମଣିଷ ଯେତେବେଳେ କୌଣସି କରଣକୁ ନେଇ ଦୁଃଖରେ ଥାଏ ସେ ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ ବରଂ ଦୃଢ ମନୋବଳ ସହିତ ସମସ୍ୟା ର ସମାଧାନ କରିବା ଉଚିତ୍ ।ଗୋଲାପ ଫୁଲ ମଧ୍ୟ ସେହି ଶିକ୍ଷା ଦେଇଥାଏ କି ନିଜେ ସବୁ ଅସୁବିଧା କୁ ମୁକାବିଲା କରି ଆଗକୁ ବଢ଼ିବା ର ପ୍ରୟାସ ଜାରି ରଖିବା କଥା ।ଏହି ଗୋଲାପ ଫୁଲ ସାଇ ବାବା ଙ୍କ ପାଖରେ ଅର୍ପଣ କରାଯାଇଥାଏ।ଲୋକେ କୁହନ୍ତି କଣ୍ଟା ଜାତୀୟ ଫୁଲ ତା ବାବା ପସନ୍ଦ କରନ୍ତି ।ଦୁଃଖିର ଦୁଃଖ କୁ ସେ କଣ୍ଟା ଦ୍ଵାରା ନେଇଯାଆନ୍ତି।ସତରେ କି ସୁନ୍ଦର୍ 🌹ଗୋଲାପ ଫୁଲ “।

🌹ନାମ_ ଅନିତା ବିଶ୍ଵାଳ ।

ସହର_ ରାଉରକେଲା ।🌹

 1,813 total views,  2 views today

25 thoughts on “ଗୋଲାପ ଫୁଲ – ଅନିତା ବିଶ୍ଵାଳ

  1. Oh my goodness! Unbelievable short article dude! Many thanks, On the other hand I’m experiencing troubles with all your RSS. I donA­t comprehend The key reason why why I can’t subscribe to it. Is there any individual acquiring identical RSS troubles? Anyone that is familiar with the answer will you kindly react? Many thanks!!

  2. Place on with this particular create-up, I critically believe that this Web site desires a great deal more interest. I?l almost certainly be back again all over again to browse by means of far more, thanks for the data!

  3. Does one mind if I quotation a few of your posts assuming that I offer credit rating and resources back to your weblog? My website is in the exact same area of curiosity as yours and my customers will surely gain from loads of the information you supply right here. Be sure to let me know if this all right along with you. Many thanks!

  4. 동행복권에서 진행하는 5분마다 추첨하는 추첨식 복권입니다. 게임방식 : 숫자선택 게임, 숫자합 숫자선택게임 : 1~28까지 일반볼 5개, 0~9까지 파워볼 1개, 총 6개 숫자 선택 숫자합게임 : 일반볼 홀/짝 게임, 대/중/소 게임, 숫자합 구간선택 게임, 파워볼 구간선택 게임
    파워볼사이트

  5. Hey! Someone in my Facebook group shared this site with us so I came to look it over. I’m definitely enjoying the information. I’m bookmarking and will be tweeting this to my followers! Terrific blog and fantastic style and design.

Leave a Reply

Your email address will not be published. Required fields are marked *