May 01, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଗୁଲାପ୍ ଫୁଲ୍ — ଚୁମ୍କି ଦାଶ (ମିଶ୍ର)

ଗୁଲାପ୍ ଫୁଲ୍

ଫୁଲ୍ ତ ଫୁଲ୍ ଗୁଲାପ ଫୁଲ୍
କେଡେ ସୁନ୍ଦର ସତେ,
ଜଗେଇ ଅଛେଁ କେଡେ ଯତନେ
ବଢୁଅଛେ ମୋର୍ ହାତେ ।।

ଚାରିକୁତି ଆମର୍ ମହକି ଯାଏସି
ଗୁଲାପ୍ ଫୁଲର ବାସ୍ନା,
ତାର୍ ସଂଗେ ଫେର୍ ସାଂଗ୍ ହେଇଛନ୍
ଝାର୍’ମଲି ଆରୁ ଦହନା।।

କଁଟା ସର୍ ସର୍ ହେଇ ଥିଲେ ଭି
ଫୁଲ୍ଟା କେଡେ ସୁନ୍ଦର୍,
ଲାଲ୍ ହଲ୍ଦିଆ ମେନ୍ ମେନ୍’ସା
ଲାଗ୍’ସି ଉବାଗର୍।।

ଖତ୍ ପାଏନ୍ ଦେଇ କେତେ ସାଜୁଛେଁ
ଚାହାପତି ଗୁଁଡ୍ ଦେଇ,
ପିଲା ଛୁଆ ବାଗୀର୍ ବଢେଇଛେଁ ତାକେ
ନାଇଁ ଛିଡ଼ାବ କେହି ।।

କଥା ଥି ଅଛେ ଛୁଆଟେ ସୁଁଦର୍
ମାଁର୍ କୁଲେ ଥିଲେ,
ହେନ୍ତା ସୁଁଦର୍ ଗୁଲାପ୍ ଫୁଲ୍
ଲଟ୍’କି ଥିଲେ ଡାଲେ।।

ଚୁମ୍କି ଦାଶ (ମିଶ୍ର)
ଶାନ୍ତିପଡା, ବଲାଙ୍ଗୀର

Loading

2 thoughts on “ଗୁଲାପ୍ ଫୁଲ୍ — ଚୁମ୍କି ଦାଶ (ମିଶ୍ର)

  1. Thanks on your marvelous putting up! I critically relished looking at it, you may be a terrific creator. I will be sure to bookmark your website and certainly will return eventually. I want to inspire that you simply continue on your great work, have a awesome getaway weekend!

Leave a Reply

Your email address will not be published. Required fields are marked *