March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଅଭଙ୍ଗୁର ମନ – ମମତା ବାରିକ*

🌹ଅଭଙ୍ଗୁର ମନ🌹

 

ମମତା ବାରିକ

***********************************

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର,

ନା ଦେବ ସେ ଅସହ୍ୟ କଷ୍ଟ ର ଯନ୍ତ୍ରଣା,

ସେ ପରିଧି ର କୂଳେ ଯେତକ ଯାତନା,

ପାଲଟିବ ସେ ଖରସ୍ରୋତ ନଦୀ ର ଅବବାହିକା,,

ଧକେଇ ଧକେଇ କାନ୍ଦିବ ଯାତନା!

ମନ ର ଏ!କି ଗୁପ୍ତ ସଂରଚନା।।

 

କରିଦିଅ ନା ମନ କୁ ଅଭଙ୍ଗୁର!

ଆସୁ ଯେତେ ପ୍ରଳୟଙ୍କରୀ ସୁନାମୀ,

ବନ୍ୟା,,,

କରିବ ତାକୁ ସେ ସାମ୍ନା ,

ନ ହୋଇବ ଆଉ ସେ ଗ୍ରୀଷ୍ମ ଋତୁ ରେ

ତରଳି ତରଳି ଯାଉଥିବା ପିଚୁ ର ଗାଲିଚା,,,।

 

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର!

ଅତୀତ ର ସେଇ ସିକତା ତଳେ ଲୁଚିରହିଥିବା?

ଧିକ ଧିକ ଜଳି ଉଠୁଥିବା,,

ସୌଦାମିନୀ ସମ ଜର୍ଜରିତ କ୍ଷତାକ୍ତ

ଛୁରା କୁ ,

ହୃଦୟ ଗହ୍ବର ର ଶୀତଳ ଭଣ୍ଡାର ମଧ୍ୟରେ,,

ତା’ର ସୌଧ କୁ ଅଭିସିକ୍ତ ।।

 

କରିଦିଅ ନା ସାଥି ଗଣ ମନ କୁ ଅଭଙ୍ଗୁର,

ଦେଖିବ ମନ ଟି ଆମର,,

ଯେତେ ବାର !

ସମୟର କରାଳ ଗର୍ଭ ରେ?

ମନ ନାମକ ସ୍ଲେଟ୍ ରେ ଧକ୍କା ହେଇ!

ଚୂର୍ଣ୍ଣ ବିଚ୍ଛିନ୍ନ ହେଇଯାଇଛି,

ତାହା ଏକ ଶକ୍ତ ବିଶାଳକାୟ ଏଭରେଷ୍ଟ ଶୃଙ୍ଗ ରେ ପରିଣତ

ହେଇଯିବ,,,,!

 

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର,

ଗଢି ଦିଅ ନା ମନରେ ସୌରଜଗତ

ସେ ଜଗତ ରେ ରହିଥିବେ?

ଗ୍ରହ,ଉପଗ୍ରହ,ଅସଂଖ୍ୟ ଉଲକା,

ସହ ଗ୍ରହପୁଞ୍ଜ,,,,

ପ୍ରବେଶିଲେ ଯେତେ!

ଉତ୍ତପ୍ତ ଗ୍ୟାସୀୟ ପଦାର୍ଥ;

ନା ଘଟିବ କିଛି ଧ୍ୱଂସ ତାଣ୍ଡବ,

ନା ରହିବ କିଛି ମନରେ ଅବଶୋଷ?

କରିଦିଅ ନା ସାଥିଗଣ ମନ କୁ ଅଭଙ୍ଗୁର।।

 

🙏🙏🙏

ମମତା ବାରିକ

Loading

18 thoughts on “*ଅଭଙ୍ଗୁର ମନ – ମମତା ବାରିକ*

  1. I do not even understand how I finished up here, but I assumed this publish was great.
    I don’t realize who you might be but certainly you’re going to a
    famous blogger if you aren’t already. Cheers!

  2. Hi! I’m at work surfing around your blog from my new iphone 3gs!
    Just wanted to say I love reading through your blog and look forward to
    all your posts! Carry on the outstanding work!

  3. Good info and straight to the point. I don’t know if this is actually the best place to ask but do you people have any thoughts on where to employ some professional writers? Thank you

  4. It is really a nice and useful piece of information. I am satisfied that you shared
    this helpful info with us. Please stay us up to date like this.
    Thanks for sharing.

  5. Tremendous issues here. I am very happy to see your article.Thanks so much and I am looking forward to contact you. Willyou kindly drop me a mail?Also visit my blog post Forti Prime Reviews

  6. Definitely believe that which you said. Your favorite justification appeared to
    be on the internet the simplest thing to be aware of.
    I say to you, I definitely get annoyed while people think about worries that they plainly do not know about.
    You managed to hit the nail upon the top and defined out the whole thing without having side effect , people could take a signal.
    Will probably be back to get more. Thanks

  7. Hello there, just became alert to your blog through Google, and found that it’s really informative. I’m going to watch out for brussels. I’ll appreciate if you continue this in future. A lot of people will be benefited from your writing. Cheers!

  8. It’s hard to come by well-informed people today During this certain subject matter, however , you seem such as you really know what you’re talking about! Many thanks orof.infoforwomen.be/map22.php lediga jobb bor??s

  9. Location on using this generate-up, I actually feel that this amazing site needs a great deal much more focus. Iíll probably be again again to examine by way of a lot more, thanks for the data!

Leave a Reply to Latisha Cancel reply

Your email address will not be published. Required fields are marked *