May 21, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*କିଏ ତୁମେ -ଶରତ ଚନ୍ଦ୍ର ପଣ୍ଡା *

…….କିଏ ତୁମେ ???…….

ଶରତ ଚନ୍ଦ୍ର ପଣ୍ଡା 

**********************************

 

କିଏ ତୁମେ?

ଅସ୍ଥିର ଶରୀର ନା ସ୍ଥିର ଆତ୍ମା??

ଧନ, ଯୌବନ, ସମ୍ପତ୍ତି, ସଂସାରିକ ଭାବ

କ୍ଷମତା, ପ୍ରାଚୁର୍ଯ୍ୟ ସକଳ

ସବୁ ଭଙ୍ଗୁରତା

ଅସ୍ଥିର, ଅଳିକ

ଆଜିଅଛି କାଲି ଚାଲିଯିବ

ଏଇ ତ ଶରୀରର ଧର୍ମ

ଅଢ଼େଇ ଦିନିଆ ସଂସାର

ସବୁ ବଦଳିବ

ଶରୀର ତିନି ଗୁଣର ସମାହାର

ପ୍ରକୃତିର କାର୍ଯ୍ୟ |

 

ତୁମେ କିନ୍ତୁ ଭାବାତୀତ, ଗୁଣାତୀତ

ପ୍ରକୃତି ସହ ଅସମନ୍ଧିତ

ଅକ୍ଷୟ, ସନାତନ

ସମଗ୍ର ଚେତନର ଅଂଶ

ଶୁଦ୍ଧ ଚୈତନ୍ୟ

ସବୁକାଳେ ସ୍ଥିର

ଥିଲ, ରହିଛ, ରହିବ

ଶାଶ୍ୱତ, ଅଜ, ଅମର

ତୁମେ ସତ୍ୟ, ଶିବ, ସୁନ୍ଦର |

 

ଶରତ ଚନ୍ଦ୍ର ପଣ୍ଡା 

Loading

6 thoughts on “*କିଏ ତୁମେ -ଶରତ ଚନ୍ଦ୍ର ପଣ୍ଡା *

  1. Hey! I know this is kind of off-topic however I had
    to ask. Does managing a well-established blog like yours take a lot
    of work? I am completely new to writing a blog however I do write in my
    diary daily. I’d like to start a blog so I can easily share my experience and feelings online.
    Please let me know if you have any kind of recommendations
    or tips for new aspiring bloggers. Appreciate it!

  2. Hello to every body, it’s my first pay a quick visit of this blog;
    this blog contains amazing and truly good information designed for readers.

  3. My brother suggested I may like this blog.

    He was totally right. This submit truly made my day.

    You cann’t imagine simply how so much time I had spent for this
    info! Thanks!

  4. all the time i used to read smaller posts that also clear their
    motive, and that is also happening with this post which I am reading here.

Leave a Reply

Your email address will not be published. Required fields are marked *