March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଚାଲ ଯିବା କ୍ଷେତ ଆଡେ – ଡ଼ ଲଷ୍ମୀକାନ୍ତ ଦାଶ*

🌹ଚାଲ ଯିବା କ୍ଷେତ ଆଡେ 🌹

ଡ଼ ଲଷ୍ମୀକାନ୍ତ ଦାଶ

****************************

ସବୁଜିମା ଭରା କ୍ଷେତଟି ମୋହର

ଦେଖିଲେ ହୁଏ ବିଭୋର

ସେଥିରେ ରହିଛି କେତେଯେ ଯନ୍ତ୍ରଣା

ଅନ୍ତର ବେଦନା ମୋର (1)

 

ଲୁହ ଲହୁ ସବୁ ଢାଳିଛି କ୍ଷେତରେ

ଆନନ୍ଦବି ପାଇଅଛି

କେତେ ମିଠା ସ୍ବପ୍ନ ସାଇତି ରଖିଛି

‘ତା’ ପ୍ରୀତିରେ ମଜ୍ଜିଅଛି (2)

 

ଦେଖି ଦେଲେ ଥରେ ଶ୍ୟାମଳିମା ତାର

ମନ ମୋ ଯାଉଛି ଲାଖି

କଥା ହୁଏ ମୁଁ ଯେ ଧାନକେଣ୍ଡା ସଙ୍ଗେ

ହୃଦୟେ ଜଡ଼ାଇ ରଖି (3)

 

ମୁଣ୍ଡଝାଳକୁ ମୁଁ ତୁଣ୍ଡରେ ମାରିଣ

ଫସଲ କରିଛି ସୁନା

ଜୀବିକା ମୋହର ତାସାଥିରେ ବନ୍ଧା

ବରଷକ ପାଇଁ ଦାନା (4)

 

ଖାଲି ପେଟରେ ମୁଁ କେତେ ଗୀତ ଗାଏ

ଦେଖିଦେଲେ ମୋ କ୍ଷେତକୁ

ଝରିପଡ଼େ ମୋର ସମସ୍ତ ଭାବନା

ମିଶିଯାଏ ଆକାଶକୁ(5)

 

ହାତରେ କାଟିଛି ଭରା ଫସଲକୁ

ଅମଳ କରିଛି ନିଜେ

ସାକାର ହୋଇଛି ସବୁ ସ୍ବପ୍ନ ମୋର

ତହିଁରେ ମୁଁ ଶାନ୍ତି ଖୋଜେ (6)

 

ଆଶା ଭରଷାରେ ଜୀବନ କାଟିବା

ନଡ଼ରି ବରଷା ଝଡ଼େ

ମାଟି ମାଆ ଆଜି ଆହ୍ୱାନ କରୁଛି

ଚାଲଯିବା କ୍ଷେତ ଆଡେ (7)

 

ଡ଼ ଲଷ୍ମୀକାନ୍ତ ଦାଶ

Loading

16 thoughts on “*ଚାଲ ଯିବା କ୍ଷେତ ଆଡେ – ଡ଼ ଲଷ୍ମୀକାନ୍ତ ଦାଶ*

  1. Aw, this was a really nice post. Taking a few minutes and actual effort to make a very goodarticle… but what can I say… I put things off a lot and don’t manage to get nearly anything done.

  2. Heya! I just wanted to ask if you ever have any trouble with
    hackers? My last blog (wordpress) was hacked and I ended up losing many months
    of hard work due to no backup. Do you have any solutions to prevent hackers?

  3. Greetings! I’ve been following your blog for a while now and finally got the bravery to
    go ahead and give you a shout out from Lubbock Tx! Just wanted
    to say keep up the great job!

Leave a Reply to how does una patches work Cancel reply

Your email address will not be published. Required fields are marked *