February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଚାଲ ଯିବା କ୍ଷେତ ଆଡେ – ଡ଼ ଲଷ୍ମୀକାନ୍ତ ଦାଶ*

🌹ଚାଲ ଯିବା କ୍ଷେତ ଆଡେ 🌹

ଡ଼ ଲଷ୍ମୀକାନ୍ତ ଦାଶ

****************************

ସବୁଜିମା ଭରା କ୍ଷେତଟି ମୋହର

ଦେଖିଲେ ହୁଏ ବିଭୋର

ସେଥିରେ ରହିଛି କେତେଯେ ଯନ୍ତ୍ରଣା

ଅନ୍ତର ବେଦନା ମୋର (1)

 

ଲୁହ ଲହୁ ସବୁ ଢାଳିଛି କ୍ଷେତରେ

ଆନନ୍ଦବି ପାଇଅଛି

କେତେ ମିଠା ସ୍ବପ୍ନ ସାଇତି ରଖିଛି

‘ତା’ ପ୍ରୀତିରେ ମଜ୍ଜିଅଛି (2)

 

ଦେଖି ଦେଲେ ଥରେ ଶ୍ୟାମଳିମା ତାର

ମନ ମୋ ଯାଉଛି ଲାଖି

କଥା ହୁଏ ମୁଁ ଯେ ଧାନକେଣ୍ଡା ସଙ୍ଗେ

ହୃଦୟେ ଜଡ଼ାଇ ରଖି (3)

 

ମୁଣ୍ଡଝାଳକୁ ମୁଁ ତୁଣ୍ଡରେ ମାରିଣ

ଫସଲ କରିଛି ସୁନା

ଜୀବିକା ମୋହର ତାସାଥିରେ ବନ୍ଧା

ବରଷକ ପାଇଁ ଦାନା (4)

 

ଖାଲି ପେଟରେ ମୁଁ କେତେ ଗୀତ ଗାଏ

ଦେଖିଦେଲେ ମୋ କ୍ଷେତକୁ

ଝରିପଡ଼େ ମୋର ସମସ୍ତ ଭାବନା

ମିଶିଯାଏ ଆକାଶକୁ(5)

 

ହାତରେ କାଟିଛି ଭରା ଫସଲକୁ

ଅମଳ କରିଛି ନିଜେ

ସାକାର ହୋଇଛି ସବୁ ସ୍ବପ୍ନ ମୋର

ତହିଁରେ ମୁଁ ଶାନ୍ତି ଖୋଜେ (6)

 

ଆଶା ଭରଷାରେ ଜୀବନ କାଟିବା

ନଡ଼ରି ବରଷା ଝଡ଼େ

ମାଟି ମାଆ ଆଜି ଆହ୍ୱାନ କରୁଛି

ଚାଲଯିବା କ୍ଷେତ ଆଡେ (7)

 

ଡ଼ ଲଷ୍ମୀକାନ୍ତ ଦାଶ

 844 total views,  1 views today

16 thoughts on “*ଚାଲ ଯିବା କ୍ଷେତ ଆଡେ – ଡ଼ ଲଷ୍ମୀକାନ୍ତ ଦାଶ*

  1. Aw, this was a really nice post. Taking a few minutes and actual effort to make a very goodarticle… but what can I say… I put things off a lot and don’t manage to get nearly anything done.

  2. Heya! I just wanted to ask if you ever have any trouble with
    hackers? My last blog (wordpress) was hacked and I ended up losing many months
    of hard work due to no backup. Do you have any solutions to prevent hackers?

  3. Greetings! I’ve been following your blog for a while now and finally got the bravery to
    go ahead and give you a shout out from Lubbock Tx! Just wanted
    to say keep up the great job!

Leave a Reply

Your email address will not be published. Required fields are marked *