March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଆସ ମାଆ ଦୁର୍ଗା – ଡ଼.ଲଷ୍ମୀକାନ୍ତ ଦାଶ*

      🙏ଆସ ମାଆ ଦୁର୍ଗା 🙏

        ଡ଼ ଲଷ୍ମୀକାନ୍ତ ଦାଶ, **************************

ଜଗତ ଜନନୀ ଚାରୁହାସ୍ୟମୟୀ

ଓଲ୍ଲାଇଛ ଧରା ଧାମେ

ଆସ ମାଆ ତୁମେ ଦୁଷ୍ଟକୁ ସଂହାର

ଭଜୁଅଛୁ ତୁମ ନାମେ l l

 

ପ୍ଲାବନ ହୁଅଇ ମହିମଣ୍ଡଳରେ

ତୁମ ଆଗମନ ପାଇଁ

ଘଣ୍ଟା ଧ୍ୱନି ବାଜି ପ୍ରକମ୍ପିତ ହୂଏ

ତୁମକୁ ରୋଷଣୀ ଦେଇ l l

 

ସମସ୍ତ ଶକ୍ତିର ଆଧାର ତୁମେ ଗୋ

ପ୍ରତିରେଣୁ ମଧ୍ୟେ ସ୍ଥିତି

ତୁମ ଆଶ୍ରିବାଦେ ଜଗତ ଚାଲଇ

ତୁମେ ଅନ୍ଧକାରେ ଜ୍ୟୋତି l l

 

ତୁମେ ଅଟ ଭଗବତୀ ଚଣ୍ଡୀକାୟୀ

ମହାମାୟା ସନାତନୀ

ଆସ ବାରମ୍ବାର ଅବିର୍ଭୁତା ହୋଇ

ତୁମେ ତ ଦୁଃଖ ନାଶିନୀ l l

 

ଜଗତ ର ତୁମେ ଆଦ୍ୟ ଅକ୍ଷର ମା

ପାଳନ ର କର୍ତ୍ରିଅଟ

ଆଦ୍ୟାଶକ୍ତି ହୋଇ ବିରାଜିତା ତୁମେ

ଜଗତେ ଦେଖାଅ ବାଟ l l

 

ଦ ରୂପହୋଇ ଦୈତ୍ୟ ବିନାଶିଛ

ବିପଦକୁ ଗଞ୍ଜୁଅଛ

ଗ ରୂପହୋଇ ପାପକୁ ହାରିଛ

ଯଶବାନା ଉଡାଉଛ l l

 

ଯୁଗେ ଯୁଗେ ମାତ ପାପକୁ ନିବାରି

ଉଡାଉଛ ସତ୍ୟ ଧ୍ବଜା

ଏ ଧରା ଧାମରେ ଅବତରି ସଦା

ଘେନକର ପାଦପୂଜା l l

 

  • ଡ଼ ଲଷ୍ମୀକାନ୍ତ ଦାଶ, 

 398 total views,  1 views today

3 thoughts on “*ଆସ ମାଆ ଦୁର୍ଗା – ଡ଼.ଲଷ୍ମୀକାନ୍ତ ଦାଶ*

  1. Your style is unique compared to other people I’ve read stuff from. Thanks for posting when you have the opportunity, Guess I will just bookmark this blog.

Leave a Reply

Your email address will not be published. Required fields are marked *