October 27, 2021
11 11 11 AM
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
Latest Post
*ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ଆସ ମାଆ ଦୁର୍ଗା – ଡ଼.ଲଷ୍ମୀକାନ୍ତ ଦାଶ*

      🙏ଆସ ମାଆ ଦୁର୍ଗା 🙏

        ଡ଼ ଲଷ୍ମୀକାନ୍ତ ଦାଶ, **************************

ଜଗତ ଜନନୀ ଚାରୁହାସ୍ୟମୟୀ

ଓଲ୍ଲାଇଛ ଧରା ଧାମେ

ଆସ ମାଆ ତୁମେ ଦୁଷ୍ଟକୁ ସଂହାର

ଭଜୁଅଛୁ ତୁମ ନାମେ l l

 

ପ୍ଲାବନ ହୁଅଇ ମହିମଣ୍ଡଳରେ

ତୁମ ଆଗମନ ପାଇଁ

ଘଣ୍ଟା ଧ୍ୱନି ବାଜି ପ୍ରକମ୍ପିତ ହୂଏ

ତୁମକୁ ରୋଷଣୀ ଦେଇ l l

 

ସମସ୍ତ ଶକ୍ତିର ଆଧାର ତୁମେ ଗୋ

ପ୍ରତିରେଣୁ ମଧ୍ୟେ ସ୍ଥିତି

ତୁମ ଆଶ୍ରିବାଦେ ଜଗତ ଚାଲଇ

ତୁମେ ଅନ୍ଧକାରେ ଜ୍ୟୋତି l l

 

ତୁମେ ଅଟ ଭଗବତୀ ଚଣ୍ଡୀକାୟୀ

ମହାମାୟା ସନାତନୀ

ଆସ ବାରମ୍ବାର ଅବିର୍ଭୁତା ହୋଇ

ତୁମେ ତ ଦୁଃଖ ନାଶିନୀ l l

 

ଜଗତ ର ତୁମେ ଆଦ୍ୟ ଅକ୍ଷର ମା

ପାଳନ ର କର୍ତ୍ରିଅଟ

ଆଦ୍ୟାଶକ୍ତି ହୋଇ ବିରାଜିତା ତୁମେ

ଜଗତେ ଦେଖାଅ ବାଟ l l

 

ଦ ରୂପହୋଇ ଦୈତ୍ୟ ବିନାଶିଛ

ବିପଦକୁ ଗଞ୍ଜୁଅଛ

ଗ ରୂପହୋଇ ପାପକୁ ହାରିଛ

ଯଶବାନା ଉଡାଉଛ l l

 

ଯୁଗେ ଯୁଗେ ମାତ ପାପକୁ ନିବାରି

ଉଡାଉଛ ସତ୍ୟ ଧ୍ବଜା

ଏ ଧରା ଧାମରେ ଅବତରି ସଦା

ଘେନକର ପାଦପୂଜା l l

 

  • ଡ଼ ଲଷ୍ମୀକାନ୍ତ ଦାଶ, 

 118 total views,  1 views today

Leave a Reply

Your email address will not be published. Required fields are marked *