❤️❤️❤️❤️❤️❤️❤️❤️❤️
ଭାବିବାର କିଛି ନାହିଁ
ନବ କୁମାର ଦାସ
**************************
ଘଟଣା କ୍ରମରେ ଘଟି ଯାଉଥାଏ
ଘଟିବାର ଅଛି ଯାହା
କପାଳ ଲିଖନ ଦଇବ ଆହ୍ୱାନ
କହି ମନ ବୁଝେ ତାହା
ନିଜ ଲୋକ ଅବା ପର ଲୋକ ମାନେ
ମାଧ୍ୟମ ହୋଇକି ତାର
ଘଟଣା ଘଟାନ୍ତି ସ୍ୱାର୍ଥ ଟିଏ ରଖି
ବୁଝା ପଡେ ବାର ବାର
ଜୀବନ ହିଁ ନର୍କ ନର୍କରେ ଜୀବନ
ହୁଏ କା’ର ଛଟପଟ
ଅବା କିଏ ସୁଖ ବୃକ୍ଷ ପାଖେ ରହି
ପାଏରେ ଛାଇର ଭେଟ
କଥା ଅଟେ ଏହା ସୁଖ ପରେ ଦୁଃଖ
ଏଇତ ଜୀବନ ପଣ
ସୁଖ ସମୟରେ କିଏବି ତ ହସେ
ଦୁଃଖରେ ହସିବା ଜାଣ
ସେଥିପାଇଁ କହେ ଭାବିବାର ନାହିଁ
କିଛି ଗୋଟେ କଥା ଏଠି
ଭାବି ଭାବି କେ ବା ମହାନ ହେଇଛି
ଲୁହ ସବୁକୁ ସାଉଁଟିି।
ନବ କୁମାର ଦାସ
❤️❤️❤️❤️❤️❤️❤️❤️❤️
A big thank you for your blog. Want more.
I am so grateful for your post.Thanks Again. Will read on…
Enjoyed every bit of your post.Thanks Again. Will read on…
A round of applause for your blog post.Really looking forward to read more. Really Cool.
Thanks a lot for the article post.Really looking forward to read more. Awesome.
I?d need to examine with you here. Which isn at one thing I normally do! I get pleasure from studying a submit that can make folks think. Additionally, thanks for permitting me to remark!
wow, awesome blog article.Much thanks again. Great.
Very neat blog article.Really thank you! Really Great.
grand centennial apartments san clemente apartments apartments in goose creek sc
wow, awesome blog.Really looking forward to read more. Great.
I will immediately clutch your rss as I can not in finding your e-mail subscription link or e-newsletter service. Do you’ve any? Please let me recognize so that I may subscribe. Thanks.
Enjoyed every bit of your blog article.Much thanks again. Keep writing.