April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅସ୍ତିତ୍ୱର ଅଭିନନ୍ଦନ–ଜ୍ଞାନେନ୍ଦ୍ର ପଣ୍ଡା*

#ଅସ୍ତିତ୍ୱର_ଅଭିନନ୍ଦନ
*****************
ସକାଳର ଲୋହିତ ସିନ୍ଦୁରା ତଳେ
ହିମାଳୟରୁ ଇନ୍ଦୁସାଗର ପର୍ଯ୍ୟନ୍ତ ଆକାଶ ଆଜି
ଦିଶୁଛି ଗୈରିକ…
ବିଜୟର ସିଂହନାଦ ଶୁଭୁଛି ସିନ୍ଧୁନଦୀର କୋଳରେ
ଆଜି ସବୁ ଧ୍ୱଜ ଦିଶୁଛି ସେଇ ଗୋଟିଏ ରଙ୍ଗ
ଆସ ଆର୍ଯ୍ୟଙ୍କ ମହାନ ସନ୍ତାନଗଣ…
ଇନ୍ଦ୍ରପ୍ରସ୍ଥର ଛାତିରେ ଉଡାଇବା ଆକାଶ ଲମ୍ବର
“ଗୈରିକ ଧ୍ୱଜ” ।

ହାତରେ ଧରି ଶୌର୍ଯ୍ୟର ବାରହାତ ମାପ ଅଗଣିତ
ତଲୱାର/ ହିନ୍ଦୁ ଆଜି ଝଲସିଉଠିଛି ହୋଇ ଏକାକାର
ଉତ୍ତର-ପଶ୍ଚିମ ଦିଗକୁ ବିଧର୍ମୀ ଶତ୍ରୁ ଫେରିଯାଉଛି
ଦେଇ ଛତ୍ରଭଙ୍ଗ/ ମାର ମାର ବୋଲି ସବୁଠି ଶୁଭୁଛି ରଣହୁଙ୍କାର…।

କଳୁଷିତ ଶକ-ହୁଣଙ୍କ ପର୍ବତ ପ୍ରମାଣ ଶବ ଉପରେ
ପୁନଃ ଚେଇଁଉଠୁଛି ଏ ଜାତିର ଆଶାଭରା ସୂର୍ଯ୍ୟ
ବୀର ଗର୍ଜନରେ ହସିଉଠୁଛନ୍ତି ତ୍ରାଣକର୍ତ୍ତା ଶକରାଜ ।

କିଏ ଆଜି ସୂର୍ଯ୍ୟ ଉଇଁବା ପୂର୍ବରୁ ଲେଖିସାରିଛି
ଗ୍ରହ ନକ୍ଷତ୍ରର ନିର୍ଭୁଲ ଗାଣିତିକ ହିସାବ
କାନ ଡେରି ଶୁଣ କାଳଗଣନାର ଅପୂର୍ବ ଏ
“ଉଦୟରାଗ” ।

ଶୁନ୍ୟଗଭାରେ ସିନ୍ଦୁର ଟୋପାର ବେଳା ଉପନୀତ ଦେଖି
ସାଜିଛି ପ୍ରକୃତି ଅଭିସାରିକା ଆଜି
ପାଣି ପବନରେ ପହଁରୁଛି ଆଦିମତମ ଗର୍ଜନର ବେଳ
ପୁରୁଷର ଆଙ୍ଗୁଳିରେ ଚହଟୁଛି ତତ୍ପରତାର ଅବିର ।

ଧନ୍ୟବାଦ ହେ ପିତାମହ,,
ମଧୁମାସର ମଧୁମୟ ବାସ୍ନାରେ ଆଜି ମୁଁ ଖୋଜିପାଏ
ବସନ୍ତର ଅଲିଭା ସୁନେଲି ଯୌବନ,
ତୁମରି ସ୍ବେଦରେ ଏ ରକ୍ତ ଭିଜା ମାଟି ଧୋଇହୋଇ
କ୍ଷେତ ସାରା ଆଜି ସୁବର୍ଣ୍ଣ ଫଳୁଛି ମହଣ ମହଣ,
କାଳକୁ ବାଣ୍ଟି ଦେଇଛ ନ୍ୟାୟର ଉଚିତ ନିକିତିରେ
ମହାନ ବ୍ୟବସ୍ଥାରେ ଆଜି ରାତିର ଅବଧି ଯେତିକି
ସେତିକି ହିଁ ଅବଧିର ଦିନ ।

ଆସ ଏ ଅଜେୟ କାଳଗଣନାର ସ୍ୱୟଂସମ୍ପୂର୍ଣ୍ଣ ପୃଷ୍ଠାରେ
ହିମାଳୟରୁ ଇନ୍ଦୁ ଯାଏଁ ଖୋଜିବା !
କାହିଁ ଅସ୍ତିତ୍ୱର ନଦୀ ତଟ, କାହିଁ ସେ ପରିଚିତ ମାଟି
ବଜ୍ର କଣ୍ଠରେ ଅସ୍ତ୍ର ଝଙ୍କାରରେ ଶତ୍ରୁକୁ ପଚାରିବା !

ଏକତ୍ର ହେବା ଏ ମହାବେଳାରେ ଗୈରିକ ଧ୍ୱଜ ତଳେ
ଭୟ, କୁସଂସ୍କାରର ଶୃଙ୍ଖଳକୁ କାଟି ଛିନ୍ନ କରିଦେବା
ପ୍ରଭାତ ଆକାଶରେ ଦେଖିବା ଆମରି ଅଲିଭା ରଙ୍ଗ
ବିକ୍ରମ-ସାଙ୍ଗା-ଶିବାଙ୍କ ରକ୍ତର ବଜ୍ର କମ୍ପନ
ନିଜ ନିଜର ଧମନୀରେ ଖୋଜିବା ।

ଜାଣିରଖ କେବଳ ନୂତନ ବର୍ଷ ନୁହେଁ ଏହି “ବିକ୍ରମ ସମ୍ବତ”
ବରଂ ସୂର୍ଯ୍ୟ ଚନ୍ଦ୍ରଙ୍କ ଭଳି ଏହା ତୁମର ମହାନତମ
ଅସ୍ତିତ୍ୱର ସଙ୍କେତ ।

ଆସ ପୂର୍ବଜଙ୍କ ଶାଣିତ ଅସ୍ତ୍ର ଟଙ୍କାରରେ
ଏ ମହୀର କୋଣ ଅନୁକୋଣେ ଖେଳାଇଦେବା ଶିହରଣ
ନିଅ ଆଜି ହେ ହିନ୍ଦୁ ଭଗିନୀ-ଭ୍ରାତା ଆମରି ଅସ୍ତିତ୍ୱର
ଶୁଭ ଅଭିନନ୍ଦନ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️

——– “ଅଭିନନ୍ଦନ ବିକ୍ରମ ସମ୍ବତ…..
ଅସ୍ତିତ୍ୱର ୨୦୭୮ତମ କାଳଗଣନା ଦିବସ” ।

Loading

6 thoughts on “*ଅସ୍ତିତ୍ୱର ଅଭିନନ୍ଦନ–ଜ୍ଞାନେନ୍ଦ୍ର ପଣ୍ଡା*

  1. Hi there just wanted to give you a quick heads up. The text in your content seem to be
    running off the screen in Firefox. I’m not sure if this is a formatting issue or something to do with web
    browser compatibility but I thought I’d post to let you know.
    The design look great though! Hope you get the problem solved soon. Thanks

  2. Aw, this was a really nice post. Taking a few minutes and actual effort too create a
    great article… but what caan I say… I puut things off a lot and don’t seem too get
    nearly anything done.
    web site

    When you are ready to play real on-line slots, remember to not be too greedy.

    The Pequots understood the destination’s potential initial benefit.

    In case you are new player in online on line casino slots
    gaming business, you may be afraid off playing at an internet site that’s not protected.

  3. Thank yoou a lot for ssharing this with all of
    us you really know what you’re talking approximately! Bookmarked.
    Please additionally discuss with my web site =). We will have a hyoerlink trade agreement among us
    steroide shop erfahrung homepage
    roidss kaufen

  4. Heya i am for the primary time here. I came across this board
    and I find It really useful & it helled me out a lot.
    I hope to offer something again aand help others such as you aided me.

    homepage

Leave a Reply to homepage Cancel reply

Your email address will not be published. Required fields are marked *