October 17, 2021
11 11 11 AM
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା *
*ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ*
*ନାରୀ ନାରାୟଣୀ – ସସ୍ମିତା ବେହେରା*
*ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ*
*ମା ଦୁର୍ଗା – ସ୍ୱାଗତିକା ସାହୁ*
*ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ*
*ନବ ଦୂର୍ଗା – ଶକ୍ତିଦା ବିଷୋୟୀ*
*ମାଆ – ଇନ୍ଦୁପ୍ରଭା ବିଶ୍ୱାଳ*
*WORLD OF LOVE-Prof.Dr.Prasana Kumar Dalai*
*ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ*
*ମହାମାୟୀ – ଜଗଦୀଶ ଶତପଥୀ*
*ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ*
*TOGETHER AS ONE-Dr.Prasana Kumar Dalai*
*YOU WILL BE MINE- Dr.Prasana Kumar Dalai*
*ଶରତ ଆସିଛି-ଜଗଦୀଶ ଶତପଥୀ*
*ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ*
*କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ*
*ଧୂସର – ସ୍ରୋତସ୍ବିନୀ ପରିଡା*
*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*
*ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*
Latest Post
*ସନ୍ଧ୍ୟା ଗୋ ତୁମେ -ହୃଦୟ ରଂଜନ ପରିଡା * *ଋକୁଣା ରଥ – ଦିଲ୍ଲୀପ୍ କୁମାର ନନ୍ଦୀ* *ନାରୀ ନାରାୟଣୀ – ସସ୍ମିତା ବେହେରା* *ଫେରିବାର ବେଳ – ନଗେନ୍ଦ୍ର କୁମାର ରାଉତ* *ମା ଦୁର୍ଗା – ସ୍ୱାଗତିକା ସାହୁ* *ସଂସ୍କୃତି ଆଜି ଧକେଇ କାନ୍ଦୁଛି – ଶକ୍ତିଦା ବିଷୋୟୀ* *ନବ ଦୂର୍ଗା – ଶକ୍ତିଦା ବିଷୋୟୀ* *ମାଆ – ଇନ୍ଦୁପ୍ରଭା ବିଶ୍ୱାଳ* *WORLD OF LOVE-Prof.Dr.Prasana Kumar Dalai* *ବିଦ୍ୟାଦାତା ଗଣେଶ – ସରସ୍ବତୀ ନାୟକ* *ମହାମାୟୀ – ଜଗଦୀଶ ଶତପଥୀ* *ଚାନ୍ଦ ମୁହିଁ –  ଇଂ .ବିଚିତ୍ରାନନ୍ଦ ମୁନୀ* *TOGETHER AS ONE-Dr.Prasana Kumar Dalai* *YOU WILL BE MINE- Dr.Prasana Kumar Dalai* *ଶରତ ଆସିଛି-ଜଗଦୀଶ ଶତପଥୀ* *ମଉଳା ଫୁଲର ବାସ୍ନା-ସନ୍ତୋଷ କୁମାର ଅଟୀ* *କୁରଙ୍ଗିର ଭିନ୍ନ ବେଶ – ସନ୍ତୋଷ କୁମାର ଅଟୀ* *ଧୂସର – ସ୍ରୋତସ୍ବିନୀ ପରିଡା* *ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ* *ମାଆ ସିଦ୍ଧିଦାତ୍ରୀ -ଜାନକୀ ମହାନ୍ତ*

*ସ୍ୱାଧୀନତା ତୁମେ କେଉଁଠି — ଅଙ୍କିତ୍ କୁମାର ସ୍ୱାଇଁ*

 

 

-:ସ୍ୱାଧୀନତା ତୁମେ କେଉଁଠି :-

 

ଦୀର୍ଘ ତିରିଶି ଦଶନ୍ଧି ଶିକୁଳିରେ ବନ୍ଦୀ

ବିରପ୍ରସଇନି ଧରିତ୍ରୀ ,

ନଭଶଚୁମ୍ବି ଆଜି ଉଡ଼ୁଛି କେତନ

ଚଉସ୍ତରି ବର୍ଷ ପୁରିଛି ………..1

ଗୋଦରା କୋଡୁଛି ଯେତିକି ମାଡୁଛି ସେତିକି

ଗଣତନ୍ତ୍ରେ ଏହା ସତ୍ୟ ,

ବିକାଶ ନାଁ ରେ ଭ୍ରଷ୍ଟାଚାର କରି

ଶୋଷୁଛି ପ୍ରଜାଙ୍କ ରକ୍ତ……….2

ନବୀନ ଯୁଗର ପ୍ରବୀଣ ଧୁରଣୀ

ପଥଭ୍ରଷ୍ଟ ମହୀତଳେ ,

କୁଆଁରୀ ସପନେ ପାର୍ଥିବ ଜୀବନେ

କଳଙ୍କର ଦାଗ ବୋଳେ………3

ତେଲିଆ ମୁଣ୍ଡରେ ତେଲ ବୋଳା ଚାଲେ

ପରାଧୀନ ମନେ ହେଉଛି ,

ଦୁଃଖରେ ନିନ୍ଦାରେ ଅଧିରା ଜନନୀ

ଭୃଣ ହତ୍ୟା କରିଦେଉଛି…….4

ଅପରାଧୀ ଖସେ ଅନ୍ୟାୟ ପନ୍ଥାରେ

ନିର୍ଦୋଷ ପାଏ ଯେ କଷଣ ,

ନିସ୍ତବ ନିର୍ଦୋଷ ପ୍ରଜାଟେ ସହୁଛି

ନାନାଧି ପ୍ରକାର ଶୋଷଣ…….5

ମାତୃଭାଷା ଭୁଲି ମୋ ଓଡ଼ିଆ ଭାଇଟେ

ପାରୁନି ଓଡ଼ିଆ ପଢି ,

ବିଦେଶୀ ଢାଞ୍ଚାରେ ଆଶ୍ରିତ ହୋଇ ସେ

ଛାଡ଼ଇ ସିଂହନାଦ ରଡି……….6

ସ୍ବର୍ଣ୍ଣ ପ୍ରସ୍ବ ଭୂମି ଥିଲା ମୋ ଜନନୀ

ବୈଭବରେ ପରିପୂର୍ଣ୍ଣ ,

ସଂସ୍କାର ବିହୀନ ଭ୍ରଷ୍ଟାଚାରୀ କଲା

ନଗ୍ନ ବେବିଚାରେ ଘୁଣ୍ୟ……..7

ବାସ୍ତବରେ ଆମେ ସ୍ୱାଧୀନ ନୁହେଁରେ

ପରାଧୀନ ଆମେ ସର୍ବେ ,

ଜାତି ଧର୍ମ ନୀତି ବାଧକ ସାଜୁଛି

ନିର୍ଲିପ୍ତ ଉର୍ନତି ମାର୍ଗେ……….8

ଆଧୁନିକ ଯୁଗ ଯୁବକ ଯୁବତୀ

ମାନୁନାହିଁ ବାଡ଼ବନ୍ଧ ,

ଗଗନେ ପବନେ ପ୍ରକମ୍ପିତ ଆଜି

ଲୋଭିଲା ପ୍ରେମର ଗନ୍ଧ…..9

ସଂପ୍ରତି ଯୁଗର ନବୀନ ଚାତକ

ଗୁହାରି କରୁଛି ତୁମଠି

ଥରେ ଆସି ଏଠି ଚୁମି ଯାଏ କେବେ

ସ୍ୱାଧୀନ ବାସ୍ନାକୁ ଭରିକି

ସ୍ୱାଧୀନତା ତୁମେ କେଉଁଠି…….

କୁହ ସ୍ୱାଧୀନତା ଅଛ କେଉଁଠି..10

 

*Ankit kumar swain*

*ଯାଜପୁର *

 

 

 

 

 

 

 327 total views,  1 views today

Leave a Reply

Your email address will not be published. Required fields are marked *