February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ମହାମାୟୀ – ଜଗଦୀଶ ଶତପଥୀ*

ମହାମାୟୀ
ଜଗଦୀଶ ଶତପଥୀ

**************************
ମାଆ ଦଶଭୁଜା ମାଆ ତୁ ବିରଜା
ରଥପରେ ବିଜେ ତୁହି।
ବିଜୟ ଉତ୍ସବ ପାଳନ କରୁ ମା
ରକ୍ତମୁଖା ତୁହି ହୋଇ।
ଜୀବନ ଜଞ୍ଜାଳ ଥରହର ଏଠି
ଭୁତାଣୁ ଟା ପରିବ୍ୟାପ୍ତ।
ନାଶକର ମାଆ ଏହି ଭୁତାଣୁ କୁ
ଜୀବନ ଟା ହେଉ ଦୀପ୍ତ।
ତୋହରି ସୁଦୟା ସଦା ଲାଗିଥାଉ
ହରି ନିଅ ଦୁଃଖ କଷ୍ଟ।
ଏତିକି ମାଗୁଣି କର ଆହେ ମାଗୋ
ଜୀବନ ହେଲାଣି ନଷ୍ଟ।
ତୁହି ମାଁ ତାରିଣୀ ଦୁଃଖ ଯେ ହାରିଣୀ
ଦୃଷ୍ଟ ନିବାରି ସନ୍ଥ ପାଳୁ।
ଶହ ଶହ ଦୃଷ୍ଟ କଳିକାଳେ ଦେଖା
ହରହେ ପରମ ଦୟାଳୁ।

ଜଗଦୀଶ ଶତପଥୀ

 470 total views,  1 views today

5 thoughts on “*ମହାମାୟୀ – ଜଗଦୀଶ ଶତପଥୀ*

  1. I know this if off topic but I’m looking into starting my own weblog and was curious what all is required
    to get setup? I’m assuming having a blog like yours would cost
    a pretty penny? I’m not very internet savvy so I’m not 100% positive.
    Any tips or advice would be greatly appreciated.
    Thanks

  2. Greate pieces. Keep writing such kind of information on your site.
    Im really impressed by your blog.
    Hello there, You’ve done an excellent job. I’ll definitely digg it and
    individually suggest to my friends. I’m confident they
    will be benefited from this web site.

  3. continuously i used to read smaller content which as well clear their motive, and that is also happening
    with this piece of writing which I am reading here.

Leave a Reply

Your email address will not be published. Required fields are marked *